ଦମ ଦେଖାଇଲା ମହିଳା ବାହିନୀ

ନୂଆଦିଲ୍ଲୀ: ଦକ୍ଷିଣଆଫ୍ରିକାରେ ଚାଲିଥିବା ମହିଳା T-20 ମ୍ୟାଚ୍‌ରେ ଭାରତ ଦମ୍‌ ଦାର ବିଜୟ ଲାଭ କରିଛି। ୫୪ ରନ୍‌ରେ ଦକ୍ଷିଣଆଫ୍ରିକାକୁ ହରାଇ ୩-୧ ସିରିଜରେ ଆଗୁଆ ରହିଛି ଭାରତ। ଆଜି ଖେଳାଯାଇଥିବା ମ୍ୟାଚରେ ଟସ୍‌ ଜିତି ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୬ ରନ୍‌ କରିଥିଲା। ଭାରତ ପକ୍ଷରୁ ଅଧିନାୟିକା ମିଥାଲି ରାଜ ୬୨, ସ୍ମୃତୀ ମାନ୍ଧାନା ୧୩, ଜେମିମା ରଡ୍ରିକ୍ସ ୪୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ହରମନପ୍ରୀତ କୌର ୨୭ […]

india wine

india wine

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 11:07 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣଆଫ୍ରିକାରେ ଚାଲିଥିବା ମହିଳା T-20 ମ୍ୟାଚ୍‌ରେ ଭାରତ ଦମ୍‌ ଦାର ବିଜୟ ଲାଭ କରିଛି। ୫୪ ରନ୍‌ରେ ଦକ୍ଷିଣଆଫ୍ରିକାକୁ ହରାଇ ୩-୧ ସିରିଜରେ ଆଗୁଆ ରହିଛି ଭାରତ। ଆଜି ଖେଳାଯାଇଥିବା ମ୍ୟାଚରେ ଟସ୍‌ ଜିତି ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୬ ରନ୍‌ କରିଥିଲା। ଭାରତ ପକ୍ଷରୁ ଅଧିନାୟିକା ମିଥାଲି ରାଜ ୬୨, ସ୍ମୃତୀ ମାନ୍ଧାନା ୧୩, ଜେମିମା ରଡ୍ରିକ୍ସ ୪୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ହରମନପ୍ରୀତ କୌର ୨୭ ରନ୍‌ ଓ ବେଦା କ୍ରିଷ୍ଣମୂର୍ତ୍ତି ୮ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

୧୬୭ ରନ୍‌ର ପିଛା କରୁଥିବା ଦକ୍ଷିଣଆଫ୍ରିକା ସମସ୍ତ ୱିକେଟ୍‌ ହରାଇ ୧୧୨ ରନ୍‌ କରିଥିଲା। ଭାରତ ପକ୍ଷରୁ ଶିଖା ପାଣ୍ଡେ, ରୁମାଲି ଧର, ରାଜେଶ୍ୱରୀ ଗାୟକୱାଡ଼ ୩ ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ସେହିପରି ପୂନମ ଯାଦବ ଗୋଟିଏ ୱିକେଟ୍‌ ନେଇଥିଲେ। ଯାହାଫଳରେ ଦକ୍ଷିଣଆଫ୍ରିକା ୧୧୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story