ରିଓ ଅଲିମ୍ପିକ୍‌: ତୀରନ୍ଦାଜୀ କ୍ୱାର୍ଟରରେ ପ୍ରବେଶ କଲା ଭାରତୀୟ ମହିଳା ଦଳ

ରିଓ ଡି ଜେନେରିଓ: ରିଓ ଡି ଜେନେରିଓରେ ଆଜି ଅନୁଷ୍ଠିତ ହେଇଥିବା ତୀରନ୍ଦାଜୀ ପ୍ରତିଯୋଗିତାର ପ୍ରି-କ୍ୱାର୍ଟରରେ କଲମ୍ବିଆକୁ ୫-୩ରେ ପରାସ୍ତ କରିଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ କ୍ୱାର୍ଟରଫାଇନାଲକୁ ପ୍ରବେଶ କରିଛି। ଭାରତୀୟ ଦଳରେ ତୀରନ୍ଦାଜ ଦୀପିକା କୁମାରୀ, ଲକ୍ଷ୍ମୀରାଣୀ ମାଝି ଓ ବୋମ୍ବାୟାଲା ଦେବୀ ରହିଛନ୍ତି। ପ୍ରଥମ ଦଳ ଭାବେ ଭାରତ କ୍ୱାର୍ଟରଫାଇନାଲକୁ ପ୍ରବେଶ କରିଛି। ଭାରତୀୟ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ରୁଷିଆକୁ ଭେଟିବ।

dipika kumari

dipika kumari

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 09:15 PM IST

Sports

Latest News

ରିଓ ଡି ଜେନେରିଓ: ରିଓ ଡି ଜେନେରିଓରେ ଆଜି ଅନୁଷ୍ଠିତ ହେଇଥିବା ତୀରନ୍ଦାଜୀ ପ୍ରତିଯୋଗିତାର ପ୍ରି-କ୍ୱାର୍ଟରରେ କଲମ୍ବିଆକୁ ୫-୩ରେ ପରାସ୍ତ କରିଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ କ୍ୱାର୍ଟରଫାଇନାଲକୁ ପ୍ରବେଶ କରିଛି।

ଭାରତୀୟ ଦଳରେ ତୀରନ୍ଦାଜ ଦୀପିକା କୁମାରୀ, ଲକ୍ଷ୍ମୀରାଣୀ ମାଝି ଓ ବୋମ୍ବାୟାଲା ଦେବୀ ରହିଛନ୍ତି।

ପ୍ରଥମ ଦଳ ଭାବେ ଭାରତ କ୍ୱାର୍ଟରଫାଇନାଲକୁ ପ୍ରବେଶ କରିଛି। ଭାରତୀୟ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ରୁଷିଆକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story