ରିଓ ଅଲିମ୍ପିକ୍‌: ତୀରନ୍ଦାଜୀ କ୍ୱାର୍ଟରରେ ପ୍ରବେଶ କଲା ଭାରତୀୟ ମହିଳା ଦଳ

ରିଓ ଡି ଜେନେରିଓ: ରିଓ ଡି ଜେନେରିଓରେ ଆଜି ଅନୁଷ୍ଠିତ ହେଇଥିବା ତୀରନ୍ଦାଜୀ ପ୍ରତିଯୋଗିତାର ପ୍ରି-କ୍ୱାର୍ଟରରେ କଲମ୍ବିଆକୁ ୫-୩ରେ ପରାସ୍ତ କରିଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ କ୍ୱାର୍ଟରଫାଇନାଲକୁ ପ୍ରବେଶ କରିଛି।

ଭାରତୀୟ ଦଳରେ ତୀରନ୍ଦାଜ ଦୀପିକା କୁମାରୀ, ଲକ୍ଷ୍ମୀରାଣୀ ମାଝି ଓ ବୋମ୍ବାୟାଲା ଦେବୀ ରହିଛନ୍ତି।

ପ୍ରଥମ ଦଳ ଭାବେ ଭାରତ କ୍ୱାର୍ଟରଫାଇନାଲକୁ ପ୍ରବେଶ କରିଛି। ଭାରତୀୟ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ରୁଷିଆକୁ ଭେଟିବ।

ଆହୁରି ପଢ଼ନ୍ତୁ

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା

୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା