ରିଓ ଅଲିମ୍ପିକ୍‌: ତୀରନ୍ଦାଜୀ କ୍ୱାର୍ଟରରେ ପ୍ରବେଶ କଲା ଭାରତୀୟ ମହିଳା ଦଳ

ରିଓ ଡି ଜେନେରିଓ: ରିଓ ଡି ଜେନେରିଓରେ ଆଜି ଅନୁଷ୍ଠିତ ହେଇଥିବା ତୀରନ୍ଦାଜୀ ପ୍ରତିଯୋଗିତାର ପ୍ରି-କ୍ୱାର୍ଟରରେ କଲମ୍ବିଆକୁ ୫-୩ରେ ପରାସ୍ତ କରିଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ କ୍ୱାର୍ଟରଫାଇନାଲକୁ ପ୍ରବେଶ କରିଛି। ଭାରତୀୟ ଦଳରେ ତୀରନ୍ଦାଜ ଦୀପିକା କୁମାରୀ, ଲକ୍ଷ୍ମୀରାଣୀ ମାଝି ଓ ବୋମ୍ବାୟାଲା ଦେବୀ ରହିଛନ୍ତି। ପ୍ରଥମ ଦଳ ଭାବେ ଭାରତ କ୍ୱାର୍ଟରଫାଇନାଲକୁ ପ୍ରବେଶ କରିଛି। ଭାରତୀୟ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ରୁଷିଆକୁ ଭେଟିବ।

dipika kumari

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 09:15 PM IST

ରିଓ ଡି ଜେନେରିଓ: ରିଓ ଡି ଜେନେରିଓରେ ଆଜି ଅନୁଷ୍ଠିତ ହେଇଥିବା ତୀରନ୍ଦାଜୀ ପ୍ରତିଯୋଗିତାର ପ୍ରି-କ୍ୱାର୍ଟରରେ କଲମ୍ବିଆକୁ ୫-୩ରେ ପରାସ୍ତ କରିଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ କ୍ୱାର୍ଟରଫାଇନାଲକୁ ପ୍ରବେଶ କରିଛି।

ଭାରତୀୟ ଦଳରେ ତୀରନ୍ଦାଜ ଦୀପିକା କୁମାରୀ, ଲକ୍ଷ୍ମୀରାଣୀ ମାଝି ଓ ବୋମ୍ବାୟାଲା ଦେବୀ ରହିଛନ୍ତି।

ପ୍ରଥମ ଦଳ ଭାବେ ଭାରତ କ୍ୱାର୍ଟରଫାଇନାଲକୁ ପ୍ରବେଶ କରିଛି। ଭାରତୀୟ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ରୁଷିଆକୁ ଭେଟିବ।

Related story