ତୃତୀୟ ଟେଷ୍ଟ: ଅଶ୍ୱିନଙ୍କୁ ୬ ୱିକେଟ୍‌, ନ୍ୟୁଜିଲାଣ୍ଡ ୨୯୯ରେ ଅଲ୍‌ଆଉଟ୍‌

ଇନ୍ଦୋର: ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ସ୍ପିନ୍‌ ଆଗରେ ଆଣ୍ଠେଇ ପଡ଼ିଲା ନ୍ୟୁଜିଲାଣ୍ଡ। ଇନ୍ଦୋରରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳ ୨୯୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଏକା ଅଶ୍ୱିନ୍ ୬ଟି ୱିକେଟ୍ ନେଇଛନ୍ତି। ଆଜି ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍ ନ ହରାଇ ୧୮ ରନ୍ କରିଛି। ମୁରଲୀ ବିଜୟ ୧୧ ଓ ଚେତେଶ୍ୱର ପୂଜାରା ୧ରନ୍ କରି କ୍ରିଜ୍‌ରେ ଅଛନ୍ତି। ଓପନ୍‌ର ଗୌତମ ଗମ୍ଭୀର ଆହତ ହୋଇ ପ୍ୟାଭିଲିୟନକୁ […]

ashwin

ashwin

Rakesh Mallick
  • Published: Monday, 10 October 2016
  • Updated: 10 October 2016, 05:20 PM IST

asiniଇନ୍ଦୋର: ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ସ୍ପିନ୍‌ ଆଗରେ ଆଣ୍ଠେଇ ପଡ଼ିଲା ନ୍ୟୁଜିଲାଣ୍ଡ। ଇନ୍ଦୋରରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳ ୨୯୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଏକା ଅଶ୍ୱିନ୍ ୬ଟି ୱିକେଟ୍ ନେଇଛନ୍ତି। ଆଜି ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍ ନ ହରାଇ ୧୮ ରନ୍ କରିଛି। ମୁରଲୀ ବିଜୟ ୧୧ ଓ ଚେତେଶ୍ୱର ପୂଜାରା ୧ରନ୍ କରି କ୍ରିଜ୍‌ରେ ଅଛନ୍ତି। ଓପନ୍‌ର ଗୌତମ ଗମ୍ଭୀର ଆହତ ହୋଇ ପ୍ୟାଭିଲିୟନକୁ ଫେରି ଯାଇଥିଲେ।

ଆଜି ଥିଲା ତୃତୀୟ ଟେଷ୍ଟର ତୃତୀୟ ଦିନ। ଗତକାଲିଠାରୁ ୨୮ ରନ୍ କରିଥିବା ନ୍ୟୁଜିଲାଣ୍ଡ ଦଳ ଆଜି ପାଳିକୁ ଆଗେଇ ନେବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ମାର୍ଟିନ ଗପ୍‌ଟିଲ୍ ଓ ଟମ୍ ଲାଥାମ୍। ଉଭୟ ଇନିଂସ୍‌କୁ ସୁରୁଖୁରୁରେ ଆଗେଇ ନେଉଥିଲେ। କିନ୍ତୁ ୩୪.୨ ଓଭରରେ ଲାଥାମ୍‌ଙ୍କ ୱିକେଟ୍ ପଡ଼ିଥିଲା। ସେ ୫୩ ରନ୍ କରି ଅଶ୍ୱିନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୧୨୯ ହୋଇଥିବା ବେଳେ ପଡ଼ି ଥିଲା ଦ୍ୱିତୀୟ ୱିକେଟ୍‌। ୮ ରନ୍ କରି ଆଉଟ୍ ହୋଇଥିଲେ କେନ୍ ୱିଲିୟମସନ୍‌। ସେ ଅଶ୍ୱିନଙ୍କ ଏକ ବଲ୍‌ରେ ବୋଲ୍ଡ ହୋଇଥିଲେ। ତାଙ୍କ ପରେ ଆସିଥିବା ରସ୍ ଟେଲର ଶୂନ୍‌ରେ ଆଉଟ୍ ହୋଇଥିଲେ। କ୍ରିଜ୍‌ରେ ଜମି ସାରିଥିବା ମାର୍ଟିନ୍ ଗପ୍‌ଟିଲ୍‌ ୭୨ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଅଶ୍ୱିନ ତାଙ୍କୁ ରନ୍ ଆଉଟ୍ କରି ଥିଲେ। ସେତେବେଳେ ଦଳୀୟ ସ୍କୋର ୧୪୩ ରନ୍ ହୋଇଥିଲା। ଲ୍ୟୁକ୍ ରୋଞ୍ଚି ଶୂନ ରନ୍ କରି ଆଉଟ୍ ହୋଇଥିଲେ। ଜିମ୍ମି ନୀଶାମ ୭୧ ରନ୍ କରି ଅଶ୍ୱିନଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ୱାଲଟିଂ ୨୩ ଓ ମିଚେଲ୍ ସାଣ୍ଟନର ୨୨ ରନ୍ କରି ଥିଲେ। ଜୀତନ ପଟେଲ ୧୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଓ ମାଟ୍ଟ ହନରୀ ୧୫ ରନ୍ କରି ଅପରାଜିତ ଥିଲେ।

ଏହି ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୫ ୱିକେଟ୍ ହରାଇ ୫୫୭ ରନ୍ କରିଛି। ଏତିକିରେ ଦଳ ପାଳି ଘୋଷଣା କରିଥିଲା। ବିରାଟ କୋହଲି ଦ୍ୱିଶତ କରିଥିବା ବେଳେ ରାହାଣେ ୧୮୮ ରନ୍ କରି ଅଳ୍ପକେ ଦ୍ୱିଶତକୁ ବଞ୍ଚିତ ହୋଇଥିଲେ। କୋହଲି ୩୬୬ଟି ବଲ୍‌ରୁ ୨୦ଟି ଚୌକା ସହାୟତାରେ ୨୧୧ ରନ୍ କରିଥିଲେ। ରାହାଣେ ୧୮ଟି ଚୌକା ଓ ୪ଟି ଛକା ସହାୟତାରେ ୧୮୮ ରନ୍ କରିଥିଲେ। ରୋହିତ ଶର୍ମା ୬୩ ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୫୧ ରନ୍ କରି ଅପରାଜିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story