ଆଇପିଏଲ୍‌ରେ ଏହି ଖେଳାଳିଙ୍କ ଆଉ ଚାହିଦା ନାହିଁ: ଅଳ୍ପକେ ବଞ୍ଚିଗଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲ ୧୮  ପାଇଁ ନିଲାମୀ ଶେଷ ହୋଇଯାଇଛି। ଏହି ନାଲାମୀରେ ଏଥର ଏଭଳି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଚକିତ କରିଛି। ଯାହା ପୂର୍ବରୁ କେବେ ଘଟିନଥିଲା। ନିଲାମୀରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଅନସୋଲ୍ଡ ହୋଇଛନ୍ତି। ଏବଂ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କୁ ଆଇପିଏଲ ଖେଳିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା।  ଚଳିତ ବର୍ଷ ଆଇପିଏଲ୍‌ ନିଲାମୀରେ ଗେଲ୍‌ଙ୍କ ଠାରୁ ଆରମ୍ଭ କରି ମୁରଲୀ ବିଜୟ ଯୁବରାଜ, ହରଭଜନଙ୍କ […]

IPL-trophy

IPL-trophy

Rakesh Mallick
  • Published: Monday, 29 January 2018
  • Updated: 29 January 2018, 01:19 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲ ୧୮  ପାଇଁ ନିଲାମୀ ଶେଷ ହୋଇଯାଇଛି। ଏହି ନାଲାମୀରେ ଏଥର ଏଭଳି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଚକିତ କରିଛି। ଯାହା ପୂର୍ବରୁ କେବେ ଘଟିନଥିଲା। ନିଲାମୀରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଅନସୋଲ୍ଡ ହୋଇଛନ୍ତି। ଏବଂ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କୁ ଆଇପିଏଲ ଖେଳିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା।

 ଚଳିତ ବର୍ଷ ଆଇପିଏଲ୍‌ ନିଲାମୀରେ ଗେଲ୍‌ଙ୍କ ଠାରୁ ଆରମ୍ଭ କରି ମୁରଲୀ ବିଜୟ ଯୁବରାଜ, ହରଭଜନଙ୍କ ଭଳି ଖେଳାଳି ବହୁ କଷ୍ଟରେ ବିକ୍ରି ହୋଇଥିଲେ। ଷ୍ଟାର ବ୍ୟାଟ୍‌ସମ୍ୟାନ ଗେଲଙ୍କୁ ନିଲାମୀରେ କେହି ନ କିଣିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦିଓ ପରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ତାଙ୍କୁ ଦଳରେ ସାମିଲ କରିଛି।

ଚଳିତ ବର୍ଷ ଆଇପିଏଲ୍‌ ନିଲାମୀରେ ଗେଲ୍‌ଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣି ନଥିଲା। ଦ୍ୱିତୀୟ ରାଉଣ୍ଡରେ ବି ଗେଲ୍‌ଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଶେଷରେ ତୃତୀୟ ରାଉଣ୍ଡରେ ଗେଲ୍‌କଙ୍କୁ  ପଞ୍ଜାବ କିଣିଥିଲା। ବେସ୍‌ ପ୍ରାଇସ୍‌ ଅନୁସାରେ ପଞ୍ଜାବ ୨ କୋଟି ଟଙ୍କାରେ ଗେଲ୍‌କୁ କିଣିଛି।

ଥରେ ଫର୍ମକୁ ଆସିଲେ ବୋଲରଙ୍କ ନିଦ ହଜାଇ ଦେଉଥିବା ବ୍ୟାଟ୍‌ସମ୍ୟାନ୍‌ ୨୦୧୮ ଆଇପିଏଲ୍‌ର ଖେଳରୁ ଅଳ୍ପକେ ବଞ୍ଚିଗଲେ। ୩୮ ବର୍ଷିୟ ଗେଲ ଟି-ଟ୍ୱେଣ୍ଟିରେ ସବୁଠାରୁ ଦ୍ରୁତ ଶତକ ବନାଇଛନ୍ତି। ମାତ୍ର ୩୦ ବଲ୍‌ରେ ସେ ଶତକ ହାସଲ କରି ରେକର୍ଡ କରିଥିଲେ। ଏଥିସହିତ ସେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଅଧିକ ଛକ୍କା ମାରିବା ସହିତ ବ୍ୟକ୍ତିଗତ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି। ଏଭଳି ଜଣେ ବିସ୍ଫୋରକ ବ୍ୟଟ୍ସମ୍ୟାନ ଚଳିତ ବର୍ଷ ଆଇପିଏଲ୍‌ରେ ଭାଗ ନେବାକୁ ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ଖେଳାଳିଙ୍କ ଫର୍ମ ନଥିବାରୁ ଏବଂ ବେସ୍‌ ପ୍ରାଇସ୍‌ ଅଧିକ କାରଣରୁ ଏମାନଙ୍କ ଚାହିଦା ଆଇପିଏଲରେ ଆଉ ଦେଖିବାକୁ ମିଳିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story