ଦକ୍ଷିଣ ଆଫ୍ରିକା ଟୁରରୁ ମ୍ୟାକ୍ସୱେଲ ଆଉଟ, ଆଇପିଏଲ ଖେଳିବା ନେଇ ସନ୍ଦେହ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଡ୍ୟାସିଂ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ୨୦୨୦ ଆଇପିଏଲ ଖେଳିବେ କି ନାହିଁ ତା’କୁ ନେଇ ସନ୍ଦେହ ପ୍ରକାଶ ପାଇଛି। କାରଣ ତାଙ୍କ କହୁଣୀରେ ଆଘାତ ଲାଗିବାରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅଷ୍ଟ୍ରେଲିଆ ଟିମ୍‌ରୁ ବାଦ ପଡ଼ିଛନ୍ତି। ଫେବୃଆରୀ ୨୧ରୁ ଅଷ୍ଟ୍ରେଲିଆର ଦକ୍ଷିଣ ଆଫ୍ରିକା ଟୁର ଆରମ୍ଭ ହେବ। ତେବେ ଆହତ କାରଣରୁ ମ୍ୟାକ୍ସୱେଲ ଦକ୍ଷିଣ ଆଫ୍ରିକା ଟୁରରେ ଯିବେନାହିଁ। ସେହିଭଳି ଆଇପିଏଲ ୨୦୨୦ର ପ୍ରଥମରୁ ମଧ୍ୟ ମ୍ୟାକ୍ସୱେଲଙ୍କୁ ଦେଖିବାକୁ ମିଳିବ ନାହିଁ। ପରବର୍ତ୍ତୀ […]

qws

qws

Hemant Lenka
  • Published: Wednesday, 12 February 2020
  • Updated: 12 February 2020, 05:34 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଡ୍ୟାସିଂ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ୨୦୨୦ ଆଇପିଏଲ ଖେଳିବେ କି ନାହିଁ ତା’କୁ ନେଇ ସନ୍ଦେହ ପ୍ରକାଶ ପାଇଛି। କାରଣ ତାଙ୍କ କହୁଣୀରେ ଆଘାତ ଲାଗିବାରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅଷ୍ଟ୍ରେଲିଆ ଟିମ୍‌ରୁ ବାଦ ପଡ଼ିଛନ୍ତି। ଫେବୃଆରୀ ୨୧ରୁ ଅଷ୍ଟ୍ରେଲିଆର ଦକ୍ଷିଣ ଆଫ୍ରିକା ଟୁର ଆରମ୍ଭ ହେବ।

ତେବେ ଆହତ କାରଣରୁ ମ୍ୟାକ୍ସୱେଲ ଦକ୍ଷିଣ ଆଫ୍ରିକା ଟୁରରେ ଯିବେନାହିଁ। ସେହିଭଳି ଆଇପିଏଲ ୨୦୨୦ର ପ୍ରଥମରୁ ମଧ୍ୟ ମ୍ୟାକ୍ସୱେଲଙ୍କୁ ଦେଖିବାକୁ ମିଳିବ ନାହିଁ। ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକରେ ସେ ଖେଳିବେ କି ନାହିଁ ସେକଥା ମଧ୍ୟ ଏଯାଏ ଜଣାପଡ଼ିନାହିଁ।

ତାଙ୍କ ବାମହାତ କହୁଣୀରେ ଆଘାତ ଲାଗିଥିବାରୁ ଏହାର ଅସ୍ତ୍ରୋପଚାର କରାଯିବ। ତେଣୁ ସେ ଟି-୨୦ ଓ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଡାର୍ସି ଶର୍ଟଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯେ ମ୍ୟାଚ୍ ଖେଳିବା ପାଇଁ ମ୍ୟାକ୍ସୱେଲଙ୍କୁ ୬ରୁ ୮ ସପ୍ତାହ ସମୟ ଲାଗିବ।

ଏହାର ଅର୍ଥ ଆଇପିଏଲର ପ୍ରଥମ କିଛି ମ୍ୟାଚ୍‌ ମଧ୍ୟ ସେ ଖେଳିପାରିବେ ନାହିଁ। ମାର୍ଚ୍ଚ ୨୯ରୁ ଆଇପିଏଲର ୨୦୨୦ ସଂସ୍କରଣ ଆରମ୍ଭ ହେବ। ଚଳିତ ବର୍ଷ ମ୍ୟାକ୍ସୱେଲଙ୍କୁ ପଞ୍ଜାବ କିଣିଛି।

ଅକ୍ଟୋବର ମାସରେ ମ୍ୟାକ୍ସୱେଲ ମେଣ୍ଟାଲ ହେଲଥ ସମସ୍ୟା ପାଇଁ ଜାତୀୟ କ୍ରିକେଟରୁ ଛୁଟି ନେଇଥିଲେ। ଏହି ଘଟଣା ପରେ ତାଙ୍କୁ ପ୍ରଥମଥର ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଅଷ୍ଟ୍ରେଲିଆ ସ୍କ୍ୱାଡରେ ସାମିଲ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story