ବିଶ୍ୱକପ୍‌ ପୂର୍ବରୁ ଦଳକୁ ଫେରିବେ ହେଜେଲଉଡ୍‌

ମେଲବର୍ଣ୍ଣ: ଆହତ କାରଣରୁ ଟିମ୍‌ରୁ ଦୂରେଇ ରହିଥିବା ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜେଲଉଡ୍‌ ବିଶ୍ୱକପ୍‌ ପୂର୍ବରୁ ଦଳକୁ ଫେରିବେ। ବ୍ୟାକ ଇଞ୍ଜୁରୀ ଯୋଗୁ ହେଜେଲଉଡ୍‌ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିଥିଲେ। ସେହିପରି ଆସନ୍ତା ଫେବୃଆରୀ ୨୨ରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ସିରିଜ୍‌ରେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନାହିଁ। ଭାରତ ବିପକ୍ଷ ସିରିଜ୍‌ ପରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ପୂର୍ବର ଶେଷ ଦିନିକିଆ ସିରିଜ୍‌ ପାକିସ୍ତାନ ବିପକ୍ଷରେ ଖେଳିବ। କିନ୍ତୁ ଏହି […]

j

j

Hemant Lenka
  • Published: Thursday, 14 February 2019
  • Updated: 14 February 2019, 03:48 PM IST

ମେଲବର୍ଣ୍ଣ: ଆହତ କାରଣରୁ ଟିମ୍‌ରୁ ଦୂରେଇ ରହିଥିବା ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜେଲଉଡ୍‌ ବିଶ୍ୱକପ୍‌ ପୂର୍ବରୁ ଦଳକୁ ଫେରିବେ। ବ୍ୟାକ ଇଞ୍ଜୁରୀ ଯୋଗୁ ହେଜେଲଉଡ୍‌ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିଥିଲେ। ସେହିପରି ଆସନ୍ତା ଫେବୃଆରୀ ୨୨ରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ସିରିଜ୍‌ରେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନାହିଁ।

ଭାରତ ବିପକ୍ଷ ସିରିଜ୍‌ ପରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ପୂର୍ବର ଶେଷ ଦିନିକିଆ ସିରିଜ୍‌ ପାକିସ୍ତାନ ବିପକ୍ଷରେ ଖେଳିବ। କିନ୍ତୁ ଏହି ସିରିଜ୍‌ରେ ହେଜେଲଉଡ୍‌ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇନି। ତେବେ ସେ ମେ’ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଥିବା ବିଶ୍ୱକପ୍‌ରେ ନିଶ୍ଚିତ ଖେଳିବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଆଶା କରାଯାଇଛି।

ଗତବର୍ଷ ସମାନ ଆହତ ସମସ୍ୟା ଯୋଗୁ ହେଜେଲଉଡ୍‌ ୬ ମାସ ପାଇଁ କ୍ରିକେଟରୁ ଦୂରେଇ ଯାଇଥିଲେ। ଏବେ ସେ ପୁଣି ପୁରୁଣା ସମସ୍ୟାରେ ପଡ଼ିଛନ୍ତି। କିନ୍ତୁ ଏଥର ସେ ଶୀଘ୍ର ସୁସ୍ଥ ହେବେ ବୋଲି କୁହାଯାଉଛି।

ହେଜେଲଉଡ୍ କହିଛନ୍ତି, “ବିଶ୍ୱକପ୍ ଅଭ୍ୟାସ୍ ମ୍ୟାଚ୍‌ରୁ ମୁଁ ପଡ଼ିଆକୁ ଓହ୍ଲାଇବେ। ତେବେ ଏ ସମ୍ପର୍କରେ ଅଧିକ ତଥ୍ୟ ଆସନ୍ତାକାଲି ଜଣାପଡ଼ିବ। କାରଣ ଆସନ୍ତାକାଲି ମୁଁ ପୁଣିଥରେ ସ୍କାନ କରିବାକୁ ଯାଉଛି। ଏହାପରେ ମୁଁ କେବେ ପଡ଼ିଆ ଓହ୍ଲାଇବି ସେକଥା ଭଲ ଭାବେ କହିପାରିବି। କ୍ରିକେଟ୍‌କୁ ଫେରିବା ପାଇଁ ଆସନ୍ତା ସପ୍ତାହରୁ ହିଁ ଅଭ୍ୟାସ ଆରମ୍ଭ କରିବି। ଆଶ ସବୁ କାମ ଯୋଜନା ଅନୁସାରେ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story