ଆଇଓଏ ସହ ସମ୍ପର୍କ ଛିନ୍ନ କରିବାକୁ କ୍ରିଡ଼ା ମନ୍ତ୍ରାଳୟର ଧମକ

ନୂଆଦିଲ୍ଲୀ: ସୁରେଶ କାଲମାଡି ଏବଂ ଅଭୟ ସିଂହ ଚୌତାଲାଙ୍କୁ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ)ର ଆଜୀବନ ସଭାପତି କରାଯିବା ପରେ କ୍ରିଡ଼ା ମନ୍ତ୍ରାଳୟ ପକ୍ଷରୁ ଜବାବି ପଦକ୍ଷେପ ନିଆଯାଇଛି। କାଲମାଡି ଓ ଚୌତାଲାଙ୍କୁ ତାଙ୍କ ପଦରୁ ବାହାର କରା ନ ଗଲେ କ୍ରିଡ଼ା ମନ୍ତ୍ରାଳୟ ଆଇଓଏ ସହିତ ଥିବା ସମସ୍ତ ସମ୍ପର୍କ ଛିନ୍ନ କରିବ ବୋଲି ଆଜି କେନ୍ଦ୍ର କ୍ରିଡାମନ୍ତ୍ରୀ ବିଜୟ ଗୋଏଲ ଧମକ ଦେଇଛନ୍ତି। ସେ କହିଛନ୍ତି,“ଆଇଓଏରେ ଏପରି ଦାଗି ବ୍ୟକ୍ତିଙ୍କ ଉପସ୍ଥିତିକୁ ମନ୍ତ୍ରାଳୟ କେବେ […]

ioa

ioa

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 06:11 PM IST

Sports

Latest News

ନୂଆଦିଲ୍ଲୀ: ସୁରେଶ କାଲମାଡି ଏବଂ ଅଭୟ ସିଂହ ଚୌତାଲାଙ୍କୁ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ)ର ଆଜୀବନ ସଭାପତି କରାଯିବା ପରେ କ୍ରିଡ଼ା ମନ୍ତ୍ରାଳୟ ପକ୍ଷରୁ ଜବାବି ପଦକ୍ଷେପ ନିଆଯାଇଛି। କାଲମାଡି ଓ ଚୌତାଲାଙ୍କୁ ତାଙ୍କ ପଦରୁ ବାହାର କରା ନ ଗଲେ କ୍ରିଡ଼ା ମନ୍ତ୍ରାଳୟ ଆଇଓଏ ସହିତ ଥିବା ସମସ୍ତ ସମ୍ପର୍କ ଛିନ୍ନ କରିବ ବୋଲି ଆଜି କେନ୍ଦ୍ର କ୍ରିଡାମନ୍ତ୍ରୀ ବିଜୟ ଗୋଏଲ ଧମକ ଦେଇଛନ୍ତି।

ସେ କହିଛନ୍ତି,“ଆଇଓଏରେ ଏପରି ଦାଗି ବ୍ୟକ୍ତିଙ୍କ ଉପସ୍ଥିତିକୁ ମନ୍ତ୍ରାଳୟ କେବେ ବରଦାସ୍ତ କରିବ ନାହିଁ।”

ସେ କହିଛନ୍ତି,“ମନ୍ତ୍ରାଳୟ ପକ୍ଷରୁ ଦିନେ କି ଦୁଇ ଦିନ ମଧ୍ୟରେ ଆଇଓଏକୁ ଏ ନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ। ସରକାର ଏପରି ଦାଗି ବ୍ୟକ୍ତିଙ୍କୁ ଏହି ପଦବୀରେ ବସିବାକୁ କେବେ ବି ସୁଯୋଗ ଦେବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story