ଆଇଓସିକୁ ମେଡାଲ ଫେରାଇବେ ତୁର୍କୀ ଭାରତ୍ତୋଳନକାରୀ

ନୂଆଦିଲ୍ଲୀ: ଆଣ୍ଟି-ଡୋପିଂ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମେଡାଲ ଫେରାଇବେ ତୁର୍କୀର ଭାରତ୍ତୋଳନକାରୀ ସିବେଲ ଓଜ୍‌କାନ୍‌। ଏନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ତାଙ୍କୁ ଏକ ନୋଟିସ୍‌ ଜାରି କରିଛି। ୨୦୦୮ ଅଲିମ୍ପିକ୍‌ରେ ୪୮ କେଜି ବର୍ଗରେ ସେ ରୌପ୍ୟ ପଦକ ଜିତିଥିଲେ। ଡୋପିଂ ଅଭିଯୋଗ ଆସିବା ପରେ ୨୦୦୮ ଓ ୨୦୧୨ ଅଲିମ୍ପିକ୍‌ର ତାଙ୍କର ଟେଷ୍ଟକୁ  ଆଇଓସି ପୁଣି ଥରେ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଟେଷ୍ଟ ରିପୋର୍ଟରେ ଆନାବୋଲିକ୍‌ ଷ୍ଟେରଏଡ୍‌ ଷ୍ଟାନୋଜୋଲ ନାମକ ଏକ […]

ioc-strips-turkish-weightlifter

ioc-strips-turkish-weightlifter

Rakesh Mallick
  • Published: Saturday, 23 July 2016
  • Updated: 23 July 2016, 04:37 PM IST

Sports

Latest News

ନୂଆଦିଲ୍ଲୀ: ଆଣ୍ଟି-ଡୋପିଂ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମେଡାଲ ଫେରାଇବେ ତୁର୍କୀର ଭାରତ୍ତୋଳନକାରୀ ସିବେଲ ଓଜ୍‌କାନ୍‌। ଏନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ତାଙ୍କୁ ଏକ ନୋଟିସ୍‌ ଜାରି କରିଛି। ୨୦୦୮ ଅଲିମ୍ପିକ୍‌ରେ ୪୮ କେଜି ବର୍ଗରେ ସେ ରୌପ୍ୟ ପଦକ ଜିତିଥିଲେ।

ଡୋପିଂ ଅଭିଯୋଗ ଆସିବା ପରେ ୨୦୦୮ ଓ ୨୦୧୨ ଅଲିମ୍ପିକ୍‌ର ତାଙ୍କର ଟେଷ୍ଟକୁ  ଆଇଓସି ପୁଣି ଥରେ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ଟେଷ୍ଟ ରିପୋର୍ଟରେ ଆନାବୋଲିକ୍‌ ଷ୍ଟେରଏଡ୍‌ ଷ୍ଟାନୋଜୋଲ ନାମକ ଏକ ଦ୍ରବ୍ୟ ଥିବା ଜଣାପଡିଥିଲା। ଏହା  ଅଲିମ୍ପିକ୍‌ ନିୟମର ପରିପନ୍ଥୀ। ଏହି ରିପୋର୍ଟ ତାଙ୍କ ବିପକ୍ଷରେ ଥିବାରୁ ତାଙ୍କୁ ମେଡାଲ ଫେରାଇବାକୁ ଆଇଓସି ନୋଟିସରେ କହିଛି।

୨୦୦୮ ଓ ୨୦୧୨ ଅଲିମ୍ପିକ୍‌ରେ ଆଇଓସି ୪୫ଜଣଙ୍କୁ ଡୋପିରେ ବିଫଳ ଥିବା ଚିହ୍ନଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story