ରଙ୍ଗାରଙ୍ଗ ପରିବେଶରେ ଆରମ୍ଭ ହେଲା ଫଟାଫଟ୍‌ କ୍ରିକେଟ୍‌: ଉଦ୍‌ଘାଟନୀ ଉତ୍ସବରେ କିମ୍ବଦନ୍ତୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ହାଇଦ୍ରାବାଦ: ଗୋଟିଏ ବର୍ଷର ଅପେକ୍ଷାର ଅନ୍ତ। ଆରମ୍ଭ ହୋଇଗଲା ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌। ଦେଶରେ ଏବେ କ୍ରିକେଟ୍‌ ପର୍ବ ଆରମ୍ଭ ହୋଇଯଇଛି । ପାଖାପାଖି ଦେଢମାସ ଧରି ଆଇପିଏଲ୍‌ ତାର ରଙ୍ଗ ଦେଖାଇବା । ପିଲାଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟର ଏହି ଲମ୍ବା ପର୍ବରେ ସାମିଲ ହେବେ। ହାଇଦ୍ରାବାଦ ଉପଲ ଠାରେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ପରିବଷରେ ଆଜି ଉଦଘାଟିତ ହୋଇଯାଇଛି ଆଇପିଏଲର ଦଶମ ସଂସ୍କରଣ। ଉଦଘାଟନୀ ଉତ୍ସବରେ କିମ୍ବଦନ୍ତୀ […]

ipll

ipll

Rakesh Mallick
  • Published: Wednesday, 05 April 2017
  • Updated: 06 April 2017, 11:51 AM IST

Sports

Latest News

ହାଇଦ୍ରାବାଦ: ଗୋଟିଏ ବର୍ଷର ଅପେକ୍ଷାର ଅନ୍ତ। ଆରମ୍ଭ ହୋଇଗଲା ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌। ଦେଶରେ ଏବେ କ୍ରିକେଟ୍‌ ପର୍ବ ଆରମ୍ଭ ହୋଇଯଇଛି । ପାଖାପାଖି ଦେଢମାସ ଧରି ଆଇପିଏଲ୍‌ ତାର ରଙ୍ଗ ଦେଖାଇବା । ପିଲାଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟର ଏହି ଲମ୍ବା ପର୍ବରେ ସାମିଲ ହେବେ।

ହାଇଦ୍ରାବାଦ ଉପଲ ଠାରେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ପରିବଷରେ ଆଜି ଉଦଘାଟିତ ହୋଇଯାଇଛି ଆଇପିଏଲର ଦଶମ ସଂସ୍କରଣ। ଉଦଘାଟନୀ ଉତ୍ସବରେ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ,ସୌରଭ ଗାଙ୍ଗୁଲୀ, ଗୌତମ ଗମ୍ଭୀର ଏବଂ ବିରେନ୍ଦ୍ର ସେହ୍ୱାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ମାଷ୍ଚରବ୍ଲାଷ୍ଟର ସଚିନ କହିଥିଲେ ଯେ ଏହାରି ଭିତରେ ଆଇପିଏଲକୁ ୧୦ ବର୍ଷ ବିତିଯାଇଥିବା ମୁଁ ବିଶ୍ୱାସ କରିପାରୁନାହିଁ । ବର୍ଷକୁ ବର୍ଷ ଏହା ଅଧିକ ଲୋକପ୍ରୀୟ ହେବାକୁ ଲଗୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos