ଆଇପିଏଲ ନିଲାମୀ: ୨ କୋଟି ବେସ୍ ପ୍ରାଇସ୍ ତାଲିକାରେ ଯୁବି ଓ ପିଟରସନ୍

ନୂଆଦିଲ୍ଲୀ:୨୦୧୬ ଆଇପିଏଲ ନିଲାମୀରେ ସର୍ବାଧିକ ବେସ୍ ପ୍ରାଇସ୍ (୨ କୋଟି) ତାଲିକାରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ଓ ଇଂଲଣ୍ଡର ଅଲରାଉଣ୍ଡର କେଭିନ୍ ପିଟରସନଙ୍କ ସମେତ ୧୨ ଜଣ ଖେଳାଳିଙ୍କ ନାଁ ରହିଛି। ଏହି ନିଲାମୀ ବାଙ୍ଗାଲୋରରେ ଫେବ୍ରୁଆରୀ ୬ ତାରିଖରେ ଅନୁଷ୍ଠିତ ହେବ। ଏହି ତାଲିକାରେ ଇଶାନ୍ତ ଶର୍ମା, ଆଶିଷ ନେହେରା, ଦୀନେଶ କାର୍ତ୍ତିକ, ଷ୍ଟୁଆର୍ଟ ବିନ୍ନି, ଧବଲ କୁଲକର୍ଣ୍ଣୀ ଓ ସଂଜୁ ସାମସନଙ୍କ ନାଁ ବି ରହିଛି। ୧.୫ କୋଟି ବେସ ପ୍ରାଇସ ତାଲିକରେ ଡେଲ୍ ଷ୍ଟେନ୍, ମୋହିତ ଶାର୍ମା ଓ ଜୋସ୍  ବଟଲରଙ୍କ ନାଁ ରହିଛି। ସେହିପରି ୧କୋଟି ବେସ୍ ପ୍ରାଇସ୍ ତାଲିକାରେ ଇରଫାନ୍ ପଠାନ୍ ଓ ଟିମ୍ ସାଉଥୀଙ୍କ ନାଁ ରହିଥିବା ବେଳେ ୫୦ ଲକ୍ଷ ବେସ୍ ପ୍ରାଇସ୍ ତାଲିକାରେ ମାର୍ଟିନ୍ ଗୁପଟିଲ୍, ଜନସନ ହୋଲ୍ଡର ଓ ବରିନ୍ଦର ସ୍ରାନ ରହିଛନ୍ତି।

ଆହୁରି ପଢ଼ନ୍ତୁ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶେୟାର କଲେ ପୁଅର ଫଟୋ

ବ୍ରଡଙ୍କୁ ୧୦ ୱିକେଟ: ଇଂଲଣ୍ଡ ଜିତିଲା ଐତିହାସିକ ଟେଷ୍ଟ ସିରିଜ୍‌

ସିରିଜ୍‌ କବଜା ଲକ୍ଷ୍ୟରେ ଇଂଲଣ୍ଡ: ଟାର୍ଗେଟ ୩୯୯, ୱେଷ୍ଟଇଣ୍ଡିଜ୍‌ ୧୦/୨

ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡ ପାଇଁ ଲଢ଼ିଲେ ପୋପ୍‌ ଓ ବଟଲର

କରୋନା ମଧ୍ୟରେ ଜମିବ ଆଇପିଏଲ

ସେପ୍ଟେମ୍ବର ୧୯ରୁ ଆଇପିଏଲ! ଜାଣନ୍ତୁ କେଉଁଠି ହେବ ଓ କେବେ ସରିବ

କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ ମହମ୍ମଦ କୈଫ୍