୧୮ରେ ଆଇପିଏଲ ପାଇଁ ଏହି ସ୍ଥାନରେ ହେବ ଖେଳାଳି ନିଲାମ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ ପାଇଁ ଆସନ୍ତା ଫେବୃଆରୀ ୧୮ ତାରିଖରେ ଖେଳାଳି ନିଲାମ କାର୍ଯ୍ୟକ୍ରମ କରାଯିବ। ଚେନ୍ନାଇରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବା ବୋଲି ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଆଇପିଏଲର ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି। ଆଇପିଏଲର ଏହି ମିନି ଅକସନ ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ପରେ ହେବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଫେବୃଆରୀ ୫ ଓ […]

ipl

ipl

Hemant Lenka
  • Published: Wednesday, 27 January 2021
  • Updated: 27 January 2021, 03:51 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ ପାଇଁ ଆସନ୍ତା ଫେବୃଆରୀ ୧୮ ତାରିଖରେ ଖେଳାଳି ନିଲାମ କାର୍ଯ୍ୟକ୍ରମ କରାଯିବ। ଚେନ୍ନାଇରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବା ବୋଲି ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଆଇପିଏଲର ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି।

ଆଇପିଏଲର ଏହି ମିନି ଅକସନ ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ପରେ ହେବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଫେବୃଆରୀ ୫ ଓ ଦ୍ୱିତୀୟ ଟେଷ୍ଟ ୧୩ରୁ ଆରମ୍ଭ ହୋଇ ୧୭ ଯାଏ ଚାଲିବ। ଉଭୟ ମ୍ୟାଚ୍‌ ଚେନ୍ନାଇରେ ହିଁ ଖେଳାଯିବ।

୨୦୨୦ ଆଇପିଏଲର ୧୩ତମ ସଂସ୍କରଣ କରୋନା ମହାମାରୀ ଯୋଗୁ ଦୁବାଇରେ ଖେଳା ଯାଇଥିଲେ। ଗତବର୍ଷ ମାର୍ଚ୍ଚ ମାସରୁ ଭାରତରେ କୌଣସି ବଡ଼ଧରଣର ଟୁର୍ଣ୍ଣାମେଣ୍ଟ ହୋଇନାହିଁ। କରୋନା ମହାମାରୀ ମଧ୍ୟରେ ପ୍ରଥମଥର ଇଂଲଣ୍ଡ ଟିମ୍‌ ମ୍ୟାଚ୍‌ ଖେଳିବାକୁ ଭାରତ ଆସିଛି। ଏହି ମ୍ୟାଚ୍‌ ଆୟୋଜନ କରି ବିସିସିଆଇ ୨୦୨୧ରେ ଆଇପିଏଲ ଭାରତରେ ହିଁ କରିବାକୁ ଲକ୍ଷ୍ୟ ରଖିଛି।

ଆଇପିଏଲା ନିଲାମୀ ପୂର୍ବରୁ ସବୁ ପ୍ରାଞ୍ଚାଇଜ୍‌ ଏକାଧିକ ଖେଳାଳିଙ୍କୁ ରିଲିଜ୍‌ କରିଛନ୍ତି। ଏହି ରିଲିଜ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଆରୋନ ଫିଞ୍ଚ ଓ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସ ରହିଛନ୍ତି। ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା କିଙ୍ଗସ ଏକାଦଶ ପଞ୍ଜାବ ପାଖରେ ସର୍ବାଧିକ ୫୩.୨୦ କୋଟି ଟଙ୍କା ଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଖରେ ୩୫.୯୦ କୋଟି, ରାଜସ୍ଥାନ ରୟାଲ୍ସ ପାଖରେ ୩୪.୮୫ କୋଟି, କୋଲକାତା ନାଇଟ ରାଇଡର୍ସ ପାଖରେ ୧୦.୮୫ କୋଟି ଓ ସନରାଇଜର୍ସ ହାଇଦ୍ରାବାଦ ପାଖରେ ୧୦.୭୫ କୋଟି ଟଙ୍କା ରହିଛି। ଏହି ଅର୍ଥରେ ସେମାନେ ନିଲାମ ପ୍ରକ୍ରିୟା ବେଳେ ଖେଳାଳି କିଣିପାରିବେ।

ସେହିପରି ଚେନ୍ନାଇ ସୁପର କିଙ୍ଗସ ପାଖରେ ୨୨.୯ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫.୩୫ କୋଟି ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ସବୁଠାରୁ କମ ମାତ୍ର ୯ କୋଟି ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story