ବାଙ୍ଗାଲୋରର ବିରଳ ରେକର୍ଡ; ମନେ ରଖିବାକୁ ଚାହିଁବେନି ବିରାଟ

ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୮୨ ରନ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଠାରୁ ହାରି ଯାଇଛି। ଏହି ଦୟନୀୟ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ଟିମ୍ ମାତ୍ର ୪୯ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। କୋଲକାତା ପ୍ରଥମେ ବ୍ୟାଟିଂ କରି ୧୩୧ ରନ୍ କରି ଥିଲା। ୧୩୨ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ୪୯ ରନ୍‌ରେ ଟଳି ପଡ଼ିଥିବା ବାଙ୍ଗାଲୋର ଟିମ୍‌ରେ ବିରାଟଙ୍କ ଯୋଗଦାନ ଥିଲା ଶୂନ। ଅର୍ଥାତ ସେ […]

virat

virat

Rakesh Mallick
  • Published: Monday, 24 April 2017
  • Updated: 24 April 2017, 10:16 AM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୮୨ ରନ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଠାରୁ ହାରି ଯାଇଛି। ଏହି ଦୟନୀୟ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ଟିମ୍ ମାତ୍ର ୪୯ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। କୋଲକାତା ପ୍ରଥମେ ବ୍ୟାଟିଂ କରି ୧୩୧ ରନ୍ କରି ଥିଲା।

୧୩୨ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ୪୯ ରନ୍‌ରେ ଟଳି ପଡ଼ିଥିବା ବାଙ୍ଗାଲୋର ଟିମ୍‌ରେ ବିରାଟଙ୍କ ଯୋଗଦାନ ଥିଲା ଶୂନ। ଅର୍ଥାତ ସେ ଶୂନରେ ଆଉଟ୍ ହୋଇଯାଇଥିଲେ।

ଆଇପିଏଲ୍‌ ଇତିହାସରେ ୪୯ ରନ୍ ହେଉଛି ଏକ ରେକର୍ଡ। ଏହା ସର୍ବନିମ୍ନ ଦଳୀୟ ସ୍କୋର। ୨୦୦୯ରେ ରାଜସ୍ଥାନ ରୟାଲ୍ସ ୫୮ ରନ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story