ଜାଣନ୍ତୁ ୨୦୧୮ ଆଇପିଏଲ୍‌ର ଅଧିନାୟକଙ୍କ ଦରମା କେତେ: କିଏ ୧୭ କୋଟି ତ କିଏ ପାଉଛନ୍ତି ୨.୮ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌-୧୧କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଆଉ ଦିନି କେଇଟା ପରେ ଫଟାଫଟ୍‌ କ୍ରିକେଟ୍ ଆରମ୍ଭ ହେଉଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତା ମେ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୮ଟି ଫ୍ରାଞ୍ଚାଇଜ୍‌ ଜୋରଦାର୍‌ ଅଭ୍ୟାସ୍ କରୁଛନ୍ତି। ଆଇପିଏଲ ୨୦୧୮ରେ ସମସ୍ତ ଦଳ ବେଶ୍‌ ମଜଭୁତ୍‌ ଓ ସନ୍ତୁଳିତ ମନେହେଉଛି। ୧୧ତମ ସିଜିନରେ ଭିଭିନ୍ନ ଫ୍ରାଞ୍ଚାଇଜ୍‌ […]

New-Captains-of-IPL-2018

New-Captains-of-IPL-2018

Rakesh Mallick
  • Published: Friday, 30 March 2018
  • Updated: 30 March 2018, 05:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌-୧୧କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଆଉ ଦିନି କେଇଟା ପରେ ଫଟାଫଟ୍‌ କ୍ରିକେଟ୍ ଆରମ୍ଭ ହେଉଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତା ମେ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୮ଟି ଫ୍ରାଞ୍ଚାଇଜ୍‌ ଜୋରଦାର୍‌ ଅଭ୍ୟାସ୍ କରୁଛନ୍ତି।

ଆଇପିଏଲ ୨୦୧୮ରେ ସମସ୍ତ ଦଳ ବେଶ୍‌ ମଜଭୁତ୍‌ ଓ ସନ୍ତୁଳିତ ମନେହେଉଛି। ୧୧ତମ ସିଜିନରେ ଭିଭିନ୍ନ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଅଧିନାୟକଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏମାନଙ୍କ ମଧ୍ୟରେ ଏହି ସିଜିନରେ ସବୁଠୁ ଦାମୀ ଅଧିନାୟକ ଭାବେ ବିରାଟ କୋହଲିଙ୍କ ପାଇଁ ଆର୍‌ସିବି ୧୭ କୋଟି ଖର୍ଚ୍ଚ କରିଛି। ସେହିପରି ସବୁଠୁ ଶସ୍ତା ଅଧିନାୟକ ସାବ୍ୟସ୍ତ ହୋଇଛନ୍ତି ଗୌତମ ଗମ୍ଭୀର। ଗମ୍ଭୀରଙ୍କୁ ଦିଲ୍ଲୀ ଡେୟାର୍‌ ଡେଭିଲ୍ସ ମାତ୍ର ୨.୮ କୋଟି ଟଙ୍କାରେ କିଣିଛି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ ନିଜ ନିଜ ଅଧିନାୟକ ପାଇଁ ୧୫ କୋଟି ଲେଖାଏଁ ଖର୍ଚ୍ଚ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଓ ସିଏସ୍‌କେ ଧୋନୀଙ୍କ ପାଇଁ ୧୫ କୋଟି ଖର୍ଚ୍ଚ କରି ନିଜ ଟିମ୍‌ରେ ରଖିଛି। ସେହିପରି ପଞ୍ଜାବ ଟିମ୍‌ର ଅଧିନୟାକ ଅଶ୍ୱିନଙ୍କ ପାଇଁ ଦଳ ୭.୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ କୋଲକାତା ନିଜ ଅଧିନାୟକ ଦିନେଶ କାର୍ତ୍ତିକଙ୍କ ପାଇଁ ୭.୪ କୋଟି ଟଙ୍କା ଖର୍ଚ୍ଚ କରିଛି। ରାଜସ୍ଥାନ ଟିମ୍‌ର ନବନିଯୁକ୍ତ ଅଧିନାୟକ ରାହାଣେ ୪  କୋଟି ଟଙ୍କାରେ ଦଳରେ ସ୍ଥାନ ପାଇଥିବା ବେଳେ ହାଇଦ୍ରାବାଦ ତାର ନୂଆ ଅଧିନାୟକ ୱିଲିୟମସନ୍‌ଙ୍କ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story