ଆଇପିଏଲ ଗ୍ରାଣ୍ଡଫାଇନାଲରେ ପୁଣେକୁ ଟକ୍କର ଦେବ ମୁମ୍ବାଇ: କାଉଣ୍ଟ୍‌ ଡାଉନ୍‌ ଆରମ୍ଭ

ହାଇଦ୍ରାବାଦ:ଆସନ୍ତା କାଲି ଆଇପିଏଲର ଗ୍ରାଣ୍ଡଫାଇନାଲ୍‌। ସୁପର୍‌ ସନ୍‌ଡେରେ ସୁପର୍‌ ମ୍ୟାଚ୍‌। ଦୀର୍ଘଦେଢ ମାସ ଧରି ଚାଲିଥିବା ଏହି ବ୍ୟୟବହୁଳ ପ୍ରତିଯୋଗିତାରେ ଆସନ୍ତା କାଲି ଦେଖିବାକୁ ମିଳିବ ସବୁଠୁ ହାଇଭୋଲଟେଜ୍‌ ମ୍ୟାଚ୍‌। ଯେଉଁଥିରେ ଦୁଇ ଦୁଇ ଥର ଚାମ୍ପିୟନ ଟିମ୍‌ ମୁମ୍ବାଇକୁ ଭେଟିବ୍ ପୁଣେ। ଏଥିପାଇଁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ ହୋଇଯାଇଛି। କେଉଁ ଦଳ ଚଳିତ ଆଇପିଏଲର ଚାମ୍ପିୟନ ହେବ ସେନେଇ ଚର୍ଚ୍ଚା ସବୁଠି। ସେପଟେ ଉଭୟ ଟିମ୍‌ ନିଜ ନିଜର ରଣକୌଶଳ ସହ ପଡିଆକୁ ଓହ୍ଲାଇବେ। ଚଳିତ […]

mi

mi

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 11:09 PM IST

Sports

Latest News

ହାଇଦ୍ରାବାଦ:ଆସନ୍ତା କାଲି ଆଇପିଏଲର ଗ୍ରାଣ୍ଡଫାଇନାଲ୍‌। ସୁପର୍‌ ସନ୍‌ଡେରେ ସୁପର୍‌ ମ୍ୟାଚ୍‌। ଦୀର୍ଘଦେଢ ମାସ ଧରି ଚାଲିଥିବା ଏହି ବ୍ୟୟବହୁଳ ପ୍ରତିଯୋଗିତାରେ ଆସନ୍ତା କାଲି ଦେଖିବାକୁ ମିଳିବ ସବୁଠୁ ହାଇଭୋଲଟେଜ୍‌ ମ୍ୟାଚ୍‌। ଯେଉଁଥିରେ ଦୁଇ ଦୁଇ ଥର ଚାମ୍ପିୟନ ଟିମ୍‌ ମୁମ୍ବାଇକୁ ଭେଟିବ୍ ପୁଣେ। ଏଥିପାଇଁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ ହୋଇଯାଇଛି। କେଉଁ ଦଳ ଚଳିତ ଆଇପିଏଲର ଚାମ୍ପିୟନ ହେବ ସେନେଇ ଚର୍ଚ୍ଚା ସବୁଠି।

ସେପଟେ ଉଭୟ ଟିମ୍‌ ନିଜ ନିଜର ରଣକୌଶଳ ସହ ପଡିଆକୁ ଓହ୍ଲାଇବେ। ଚଳିତ ଆଇପିଏଲର ଶ୍ରେଷ୍ଠ ୨ଟି ଟିମ୍‌ ଫାଇନାଲ୍‌ରେ ପହଞ୍ଚି ଥିବାରୁ ଏହି ମ୍ୟାଚ ଅଧିକ ଅକର୍ଷଣୀୟ ହେବ ବୋଲି ଅନୁମାନ କରାଯାଉଛି। ଯଦିଓ ଚଳିତ ଆଇପିଏଲରେ ପୁଣେ ବିପକ୍ଷରେ ମୁମ୍ବାଇ କୌଣସି ମ୍ୟାଚ୍‌ ଜିତିପାରିନାହିଁ, ତଥାବି ମୁମ୍ବାଇର ବୋଲିଂ ଓ ବ୍ୟାଟିଂ ଉଭୟ ବେସ୍‌ ସନ୍ତୁଳିତ। ତେଣୁ ଫାଇନାଲ୍‌ ମ୍ୟାଚ୍‌ଟି ନିଶ୍ଚିତ ଏକ ରୋମାଞ୍ଚଭରା ମ୍ୟାଚ୍‌ ହେବ ଏଥିରେ କିଛି ସନ୍ଦେହ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story