ରିସବ ପନ୍ତଙ୍କ ବିସ୍ଫୋରକ ଶତକ ଫିକା ପଡ଼ିଲା, ଦିଲ୍ଲୀକୁ ବିଦା କଲା ହାଇଦ୍ରାବାଦ୍

ନୂଆଦିଲ୍ଲୀ: ସ୍ଥାନୀୟ ଫିରୋଜ୍‌ ସାହା କୋଟଲା ପିଚ୍‌ରେ ଏକ ଜବରଦସ୍ତ ଲଢେଇରେ ବାଜି ମାରିନେଲା ସନ୍‌ରାଇଜର୍ସ ହାଇଦ୍ରାବାଦ୍। ଆଇପିଏଲର ୪୧ତମ ମ୍ୟାଚ୍‌ରେ ଦିଲ୍ଲୀ ଡେୟାର ଡେଭିଲକ୍ସକୁ ହରାଇ ହାଇଦ୍ରାବଦ୍ ପ୍ଲେ ଅଫ୍‌ରେ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟପଟେ ଦିଲ୍ଲୀ ପ୍ଲେ ଅଫ୍‌ ସୁଯୋଗରୁ ବିଦା ହୋଇଛି। ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରିସବ ପନ୍ତଙ୍କ ବିସ୍ଫୋରକ ଶତକ ବଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ […]

234278-shikhar-dhawan

234278-shikhar-dhawan

Rakesh Mallick
  • Published: Friday, 11 May 2018
  • Updated: 11 May 2018, 06:09 AM IST

Sports

Latest News

ନୂଆଦିଲ୍ଲୀ: ସ୍ଥାନୀୟ ଫିରୋଜ୍‌ ସାହା କୋଟଲା ପିଚ୍‌ରେ ଏକ ଜବରଦସ୍ତ ଲଢେଇରେ ବାଜି ମାରିନେଲା ସନ୍‌ରାଇଜର୍ସ ହାଇଦ୍ରାବାଦ୍। ଆଇପିଏଲର ୪୧ତମ ମ୍ୟାଚ୍‌ରେ ଦିଲ୍ଲୀ ଡେୟାର ଡେଭିଲକ୍ସକୁ ହରାଇ ହାଇଦ୍ରାବଦ୍ ପ୍ଲେ ଅଫ୍‌ରେ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟପଟେ ଦିଲ୍ଲୀ ପ୍ଲେ ଅଫ୍‌ ସୁଯୋଗରୁ ବିଦା ହୋଇଛି। ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରିସବ ପନ୍ତଙ୍କ ବିସ୍ଫୋରକ ଶତକ ବଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୮୭ ରନ୍‌ ସଂଗ୍ରହ କରିଥିଲା।

ଆରମ୍ଭରୁ ଦିଲ୍ଲୀର ଦୁଇ ଓପନର୍ ବ୍ୟାଟସ୍‌ମ୍ୟାନ୍‌ ଆଉଟ୍ ହୋଇଯାଇଥିଲେ। ଏହାପରେ ରିସବ ପନ୍ତ ଆସି ପାରି ସମ୍ଭାଳିଥିଲେ। ସେ ମାତ୍ର ୬୩ ଟି ବଲ୍‌ ଖେଳି ବିସ୍ଫୋରକ ୧୨୮ ରନ୍‌ର ଶତକ ମାରିଥିଲେ। ତେବେ ୧୮୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଆରମ୍ଭରୁ ଦଳକୁ ଝଟକା ଲାଗିଥିଲା । ଓପନର ଆଲେକ୍ସ ହେଲ୍‌ସ ମାତ୍ର ୧୪ ରନ୍‌ କରି ଆଉଟ୍‌ ହୋଇଥିଲେ।କିନ୍ତୁ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ଏବଂ ଶିଖର ଧାଓ୍ଵନଙ୍କ ଦ୍ୱିତୀୟ ଓ୍ଵିକେଟ୍‌ ଭାଗିଦାରିରେ ୧୮ ଓଭରରେ ମ୍ୟାଚ୍‌କୁ ହାତେଇ ନେଇଥିଲେ। ଶିଖର ୫୦ ବଲରେ ୯୨ ରନ୍‌ କରି ଅପରାଜିତ ଥିଲା ବେଳେ ଓ୍ଵିଲିୟମ୍‌ସନ୍‌ ୮୩ ରନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story