ଉଦ୍‌ଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ IPLର ଦୁଇ ସଫଳ ଟିମ୍‌: ଏହି ଐତିହାସିକ ଷ୍ଟାଡ଼ିୟମ ରହିବ ସାକ୍ଷୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବୁଧବାର ଆଇପିଏଲ ପାଇଁ ସିଡ୍ୟୁଲ ଘୋଷଣା କରିଛି। ୫୧ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ୭ ଏପ୍ରିଲ ଠାରୁ ଆରମ୍ଭ ହେବ। ସିଜିନର ପ୍ରଥମ ମୁକାବିଲା ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମ ଠାରେ ଖେଳାଯିବ। ଏହି ମ୍ୟାଚରେ ଆଇପିଏଲର ଦୁଇ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଟକ୍କର ହେବ। ଚେନ୍ନାଇ ଦୁଇ ବର୍ଷ ବାସନ୍ଦ ହେବା ପରେ ଆଇପିଏଲ ଖେଳିବାକୁ […]

mumbai

mumbai

Rakesh Mallick
  • Published: Thursday, 15 February 2018
  • Updated: 15 February 2018, 10:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବୁଧବାର ଆଇପିଏଲ ପାଇଁ ସିଡ୍ୟୁଲ ଘୋଷଣା କରିଛି। ୫୧ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ୭ ଏପ୍ରିଲ ଠାରୁ ଆରମ୍ଭ ହେବ। ସିଜିନର ପ୍ରଥମ ମୁକାବିଲା ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମ ଠାରେ ଖେଳାଯିବ। ଏହି ମ୍ୟାଚରେ ଆଇପିଏଲର ଦୁଇ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଟକ୍କର ହେବ। ଚେନ୍ନାଇ ଦୁଇ ବର୍ଷ ବାସନ୍ଦ ହେବା ପରେ ଆଇପିଏଲ ଖେଳିବାକୁ ଯାଉଛି। ଚେନ୍ନାଇ ଟିମ ଧୋନୀଙ୍କ ନେତୃତ୍ୱରେ ଆଇପିଏଲକୁ ଓହ୍ଲାଉଥିବା ବେଳେ ଆଇପିଏଲର ୩ଥର ଚାମ୍ପିୟନ ମୁମ୍ବାଇ ଟିମ୍‌ର ନେତୃତ୍ୱ ରୋହିତ ଶର୍ମା କରିବେ। ସ୍ପଟ୍‌ ଫିକ୍ସିଂ କରାଣରୁ ଚେନ୍ନାଇ ଦୁଇ ବର୍ଷ ଆଇପିଏଲରୁ ବାସନ୍ଦ ହୋଇଥିଲା।

ଏଥର ଆଇପିଏଲରେ ୧୨ଟି ମ୍ୟାଚ୍‌ ଅପରାହ୍ନ ୪ଟାରେ ଖେଳାଯିବ ଏବଂ ୪୮ଟି ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ। ଏପର୍ଯ୍ୟନ୍ତ ମୁମ୍ବାଇ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ବେଳେ ୯୧ଟିମ ମ୍ୟାଚରେ ଜିତି ସବୁଠୁ ସଫଳ ଟିମ୍‌ ଭାବେ ପ୍ରଥମ ସ୍ଥାନରେ ରହିଛି। ମୁମ୍ବାଇର ବିଜୟ ପ୍ରତିଶତ ୫୮.୨୮ ରହିଥିବା ବେଳେ ୩ଥର ଚାମ୍ପିୟନ ମଧ୍ୟ ହୋଇଛି। ମୁମ୍ବାଇ ପଛକୁ ସର୍ବାଧିକ ମ୍ୟାଚ୍‌ ଖେଳିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବାଙ୍ଗାଲୋର ୧୫୩ ମ୍ୟାଚରୁ ୭୨ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ବିଜୟ ପ୍ରତିଶତ ୪୮.୬୬ ରହିଛି। ତୃତୀୟ ସର୍ବାଧିକ ମ୍ୟାଚ୍‌ ଖେଳିଥିବା କୋଲକାତା ୧୪୮ ମ୍ୟାଚରୁ ୭୭ଟିରେ ବିଜୟୀ ହୋଇଛି। ଏହି ଟିମ୍‌ର ବିଜୟ ପ୍ରତିଶତ ରହିଛି ୫୨.୭୦। କୋଲକାତ ଆଇପିଏଲରେ ୨ ଥର ଚାମ୍ପିୟନ ମଧ୍ୟ ହୋଇଛି। ଚେନ୍ନାଇ ୨୦୦୮ରୁ ୨୦୧୫ ପର୍ଯ୍ୟନ୍ତ ଆଇପିଏଲରେ ସାମିଲ ଥିଲା। ଏହା ମଧ୍ୟରେ ଚେନ୍ନାଇ ୧୩୨ଟି ମ୍ୟାଚରୁ ୭୯ଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ଏବଂ ଏହି ଟିମ୍‌ର ବିଜୟ ପ୍ରତିଶତ ରହିଛି ୬୦.୬୮। ଯାହା ଆଇପିଏଲର ସର୍ବାଧିକ ବିଜୟ ପ୍ରତିଶତ। ଚେନ୍ନାଇ ୨ଥର ମଧ୍ୟ ଚମ୍ପିୟାନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story