ସୋନିରେ ଆଉ ଦେଖିବାକୁ ମିଳିବନି ଆଇପିଏଲ ମ୍ୟାଚ୍‌: ଜାଣନ୍ତୁ କେଉଁ ଚ୍ୟାନେଲ୍‌ରେ ଦେଖିପାରିବେ ଖେଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚଳିତ ବର୍ଷ ଠାରୁ ଆଇପିଏଲ ମ୍ୟାଚ୍‌ର ସିଧା ପ୍ରସାରଣ ସୋନି ଟିଭିରେ ଦେଖିବାକୁ ମିଳିବନି। ଏହି ମ୍ୟାଚ୍‌ ଏବେ ଷ୍ଟାର ଇଣ୍ଡିଆରେ ଦେଖିବାକୁ ମିଳିବ। ୫ବର୍ଷ ପାଇଁ ଆଇପିଏଲର ମିଡିଆ ରାଇଟ୍‌ ନେଇଛି ଷ୍ଟାର୍‌ ଇଣ୍ଡିଆ। ଷ୍ଟାର ଇଣ୍ଡିଆର ମୁଖ୍ୟ ଅନିଲ ଯଶରାଜ କହିଛନ୍ତି ଯେ ଆଇପିଏଲ-୨୦୧୮ ପାଇଁ ଏପର୍ଯ୍ୟନ୍ତ ୧୧ଟି ବ୍ରାଣ୍ଡ ଷ୍ଟାର ସହ ଯୋଡ଼ିହୋଇଛନ୍ତି। ଏବଂ ଆଗାମୀ ଦିନରେ କିଛି ବଡ଼ ବ୍ରାଣ୍ଡ ଷ୍ଟାର୍‌ ସହ ଯୋଡ଼ିହେବାକୁ ଆଶା କରିଛନ୍ତି। ଯାହା ଜଣାପଡ଼ିଛି […]

ipl-1-620x400

ipl-1-620x400

Rakesh Mallick
  • Published: Friday, 16 February 2018
  • Updated: 16 February 2018, 10:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚଳିତ ବର୍ଷ ଠାରୁ ଆଇପିଏଲ ମ୍ୟାଚ୍‌ର ସିଧା ପ୍ରସାରଣ ସୋନି ଟିଭିରେ ଦେଖିବାକୁ ମିଳିବନି। ଏହି ମ୍ୟାଚ୍‌ ଏବେ ଷ୍ଟାର ଇଣ୍ଡିଆରେ ଦେଖିବାକୁ ମିଳିବ। ୫ବର୍ଷ ପାଇଁ ଆଇପିଏଲର ମିଡିଆ ରାଇଟ୍‌ ନେଇଛି ଷ୍ଟାର୍‌ ଇଣ୍ଡିଆ। ଷ୍ଟାର ଇଣ୍ଡିଆର ମୁଖ୍ୟ ଅନିଲ ଯଶରାଜ କହିଛନ୍ତି ଯେ ଆଇପିଏଲ-୨୦୧୮ ପାଇଁ ଏପର୍ଯ୍ୟନ୍ତ ୧୧ଟି ବ୍ରାଣ୍ଡ ଷ୍ଟାର ସହ ଯୋଡ଼ିହୋଇଛନ୍ତି। ଏବଂ ଆଗାମୀ ଦିନରେ କିଛି ବଡ଼ ବ୍ରାଣ୍ଡ ଷ୍ଟାର୍‌ ସହ ଯୋଡ଼ିହେବାକୁ ଆଶା କରିଛନ୍ତି। ଯାହା ଜଣାପଡ଼ିଛି ଷ୍ଟାର ଇଣ୍ଡିଆ ଚଳିତ ଆଇପିଏଲ ମ୍ୟାଚ ବେଳେ ବିଜ୍ଞାପନ ପାଇଁ ମୋଟା ଅଙ୍କର ଅର୍ଥ ନେଉଛି। ଟିଭି ଓ ଡ଼ିଜିଟାଲ ପାଇଁ ଷ୍ଟାର ଇଣ୍ଡିଆ ପ୍ରତି ୧୦ ସେକେଣ୍ଡ ବିଜ୍ଞାପନ ପାଇଁ ୧୦ ଲକ୍ଷ ଟଙ୍କା ଅଫର କରିଛି। ଆଇପିଏଲ ସିଜିନ-୧୦ରେ ପ୍ରତି ୧୦ ସେକେଣ୍ଡ ବିଜ୍ଞାପନ ପାଇଁ ୬ ଲକ୍ଷ ଟଙ୍କା ଅଫର କରାଯାଇଥିଲା।

ଆଇପିଏଲ ୨୦୧୮ରେ ଷ୍ଟାର ଇଣ୍ଡିଆ ପ୍ରସାରଣ ପାଇଁ ୬ଟି ଭାଷାର ୧୨ଟି ଚ୍ୟାନେଲ ଏବଂ ଡ଼ିଜିଟିଲ୍‌ ପ୍ଲାଟଫର୍ମରେ ଅନ୍ୟକିଛି ଭାଷାରେ ପ୍ରସାରଣ କରିବାକୁ ପ୍ରୟାସ ଚଲାଇଛି। ଚଳିତ ଆଇପିଏଲ ମ୍ୟାଚ୍‌, ଷ୍ଟାର ଇଣ୍ଡିଆ ମାଧ୍ୟମରେ ୭୦ କୋଟି ଲୋକଙ୍କ ନିକଟରେ ପହଞ୍ଚିବ। ପୂର୍ବରୁ ଆଇପିଏଲ ପ୍ରସାରଣର ଅଧିକାର  ସୋନି ଟିଭି ନେଇଥିଲା। ଆଗାମୀ ଏପ୍ରିଲ ୭ ତାରିଖ ଠାରୁ ଆଇପିଏଲ -୧୧ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story