ଆଇପିଏଲ୍‌-୧୧: ଏହି କ୍ରିକେଟର୍‌ ହୋଇପାରନ୍ତି କେକେଆର୍‌ ଟିମ୍‌ର ଅଧିନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୌତମ ଗମ୍ଭୀରଙ୍କ ହାତ ଛାଡ଼ିଦେଇଥିବା କୋଲକାତା ନାଇଟ୍‌ ରାଇଡର୍ସର ନୂଆ ଅଧିନାୟକ କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଚାଲିଛି। ପୂର୍ବରୁ ଗମ୍ଭୀର କେକେଆର୍ ଟିମ୍‌ରେ ନେତୃତ୍ୱ ନେଉଥିବା ବେଳେ ଏଥର ଦିଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ ତାଙ୍କୁ କିଣିଛି। ତେଣୁ କୋଲକାତା ଟିମ୍‌ ଏଥର ନୂଆ ଅଧିନାୟକ ସନ୍ଧାନରେ ଅଛି। ଶୁଣିବାକୁ ମିଳୁଛି ଅଷ୍ଟ୍ରେଲିଆ ଖେଳାଳି କ୍ରିସ୍‌ ଲେନ୍‌ ଏଥର କେକେଆର୍‌ ଟିମ୍‌ର ନେତୃତ୍ୱ ନେବେ। କେକେଆର୍‌ ଟିମ୍ ପକ୍ଷରୁ ସୂଚନା […]

KKR

KKR

Rakesh Mallick
  • Published: Friday, 16 February 2018
  • Updated: 16 February 2018, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୌତମ ଗମ୍ଭୀରଙ୍କ ହାତ ଛାଡ଼ିଦେଇଥିବା କୋଲକାତା ନାଇଟ୍‌ ରାଇଡର୍ସର ନୂଆ ଅଧିନାୟକ କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଚାଲିଛି। ପୂର୍ବରୁ ଗମ୍ଭୀର କେକେଆର୍ ଟିମ୍‌ରେ ନେତୃତ୍ୱ ନେଉଥିବା ବେଳେ ଏଥର ଦିଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ ତାଙ୍କୁ କିଣିଛି। ତେଣୁ କୋଲକାତା ଟିମ୍‌ ଏଥର ନୂଆ ଅଧିନାୟକ ସନ୍ଧାନରେ ଅଛି। ଶୁଣିବାକୁ ମିଳୁଛି ଅଷ୍ଟ୍ରେଲିଆ ଖେଳାଳି କ୍ରିସ୍‌ ଲେନ୍‌ ଏଥର କେକେଆର୍‌ ଟିମ୍‌ର ନେତୃତ୍ୱ ନେବେ। କେକେଆର୍‌ ଟିମ୍ ପକ୍ଷରୁ ସୂଚନା ପୂର୍ବରୁ ଏହି ଟିମ୍‌ର କୋଚ୍‌ କାଲିସ କହିଛନ୍ତି, କ୍ରିସ୍‌ ଲେନ୍‌ ଅଧିନାୟକ ହେବାର ସମ୍ଭାବନା ରହିଛି। ସେ ଏହାମଧ୍ୟ କହିଛନ୍ତି, କିସ୍‌ ଲେନ୍ କେକେଆର୍‌ ଟିମ୍‌ର ଅଧିନାୟକ ହୋଇପାରନ୍ତି ତଥାବି ଏପର୍ଯ୍ୟନ୍ତ କିଛି ନିଷ୍ପତି ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos