ମଉଳିନି ଆଇପିଏଲ ଆଶା, ବର୍ଷା ପରେ ଆରମ୍ଭ ହୋଇପାରେ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଚଳିତ ବର୍ଷ ଆଇପିଏଲ ହେବ କି ନାହିଁ ତା’କୁ ନେଇ ସସପେନ୍ସ ଜାରି ରହିଛି। କରୋନା ପାଇଁ ଲକଡାଉନ ବଢ଼ୁଥିବାରୁ ଆଇପିଏଲର ୧୩ତମ ସଂସ୍କରଣକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି। ତେବେ ଆଇପିଏଲକୁ ନେଇ ଆଶା ମଉଳି ନଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଯିବା ପରେ ବିସିସିଆଇ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ କରିବାର ସଙ୍କେତ ଦେଇଛି। ଏ ସମ୍ପର୍କରେ ବିସିସିଆଇ ସିଇଓ […]

t

t

Hemant Lenka
  • Published: Thursday, 21 May 2020
  • Updated: 21 May 2020, 12:14 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଚଳିତ ବର୍ଷ ଆଇପିଏଲ ହେବ କି ନାହିଁ ତା’କୁ ନେଇ ସସପେନ୍ସ ଜାରି ରହିଛି। କରୋନା ପାଇଁ ଲକଡାଉନ ବଢ଼ୁଥିବାରୁ ଆଇପିଏଲର ୧୩ତମ ସଂସ୍କରଣକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି।

ତେବେ ଆଇପିଏଲକୁ ନେଇ ଆଶା ମଉଳି ନଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଯିବା ପରେ ବିସିସିଆଇ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ କରିବାର ସଙ୍କେତ ଦେଇଛି। ଏ ସମ୍ପର୍କରେ ବିସିସିଆଇ ସିଇଓ ରାହୁଲ ଜୋହରି ସୂଚନା ଦେଇଛନ୍ତି।

ସୂତ୍ର ଅନୁସାରେ, ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖିବା ପାଇଁ ଆଇସିସି ଚିନ୍ତା କରୁଛି। ଏହାକୁ ବିସିସିଆଇ ଜୋରଦାର ସମର୍ଥନ କରିବାରେ ଲାଗିଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଅଷ୍ଟ୍ରେଲିଆରେ ବିଶ୍ୱକପ ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି।

ହେଲେ କରୋନା ଭାଇରସ ପାଇଁ ଏହା ଅନୁଷ୍ଠିତ ହେବା ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି। ଏସବୁ ଭିତରେ ରାହୁଲ କହିଛନ୍ତି, “ଦେଶର ସାଧାରଣ ନିର୍ବାଚନରେ ଭୋଟ ଦେଇଥିବା ଲୋକଙ୍କ ତୁଳନାରେ ଯଥେଷ୍ଟ ଅଧିକ ଲୋକ ଗତବର୍ଷ ଆଇପିଏଲ ଦେଖିଥିଲେ। ପ୍ରାୟୋଜକଙ୍କ ପାଇଁ କ୍ରିକେଟ ଏକ ଲିଡର ଓ ଏହା ସେମାନଙ୍କୁ ଆଗକୁ ନେଇଥାଏ।

ଭି-ଆକାରର ଆରୋଗ୍ୟ ଅପେକ୍ଷା ଏକ ଦ୍ରୁତ ଆରୋଗ୍ୟ ଏକ ଭଲ ପଦକ୍ଷେପ। ବର୍ତ୍ତମାନର ସ୍ଥିତି ଯାହା, ଧୀରେଧୀରେ ସବୁ କିଛି ଠିକ ହେବ। ଆମେ ଆସନ୍ତାକାଲି ଯେ ସବୁ କିଛି ଠିକ ହୋଇଯିବ ବୋଲି କହିପାରିବା ନାହିଁ।

ବିମାନ ସେବା ଆରମ୍ଭ ହେଲେ ସମସ୍ତଙ୍କୁ ମ୍ୟାଚ୍‌ ଖେଳିବା ପୂର୍ବରୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ତେଣୁ ଏହା ମ୍ୟାଚ୍‌ ସୂଚୀରେ କେତେଦୂର ଫରକ ପକାଇବ, ତାହା ଦେଖିବାକୁ ପଡ଼ିବ। ଆମର ଆଶା ସବୁ କିଛି ଠିକ ହୋଇଯିବ ଓ ମୌସୁମୀ ପରେ ଆମେ ପୁଣିଥରେ ଆଇପିଏଲ ଆରମ୍ଭ କରିପାରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story