୧୦ ବର୍ଷରେ ବଦଳିଗଲା IPL: ପାଲଟିଗଲାଣି ଟଙ୍କାର ଖେଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୁନିଆର ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ IPLର ୧୧ତମ ସିଜିନ ଶନିବାର ଠାରୁ ଆରମ୍ଭ ହେଉଛି। ୫୧ ଦିନ ଧରି ଚିଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬୦ଟି ମ୍ୟାଚ୍‌ ଖେଳାଯିବ। ଏପ୍ରିଲ ୭ତାରିଖ ଠାରୁ ଆରମ୍ଭ ହୋଇ ଏହା ମେ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଇପିଏଲର ଏହା ୧୧ତମ ସିଜିନ ଖେଳାଯିବ। ଏହା ପୂର୍ବରୁ ୧୦ଟି ସିଜିନ ଖେଳ ହୋଇ ସାରିଛି। ଆଇପିଏଲର ପ୍ରଥମ ସଂସ୍କରଣ ୨୦୦୮ରେ ଆରମ୍ଭ ହୋଇଥିଲା। […]

ipl_1522992525

ipl_1522992525

Rakesh Mallick
  • Published: Friday, 06 April 2018
  • Updated: 06 April 2018, 07:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୁନିଆର ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ IPLର ୧୧ତମ ସିଜିନ ଶନିବାର ଠାରୁ ଆରମ୍ଭ ହେଉଛି। ୫୧ ଦିନ ଧରି ଚିଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬୦ଟି ମ୍ୟାଚ୍‌ ଖେଳାଯିବ। ଏପ୍ରିଲ ୭ତାରିଖ ଠାରୁ ଆରମ୍ଭ ହୋଇ ଏହା ମେ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଇପିଏଲର ଏହା ୧୧ତମ ସିଜିନ ଖେଳାଯିବ। ଏହା ପୂର୍ବରୁ ୧୦ଟି ସିଜିନ ଖେଳ ହୋଇ ସାରିଛି। ଆଇପିଏଲର ପ୍ରଥମ ସଂସ୍କରଣ ୨୦୦୮ରେ ଆରମ୍ଭ ହୋଇଥିଲା। ପ୍ରଥମ ସଂସ୍କରଣ ଓ ୧୧ତମ ସଂସ୍କରଣ ମଧ୍ୟରେ ଅନେକ ତାରତମ୍ୟ  ଦେଖିବାକୁ ମିଳିଛି। ଆଇପିଏଲ ପ୍ରଥମ ସିଜିନରେ ୧୯୩୯ କୋଟି ଟଙ୍କା ଅର୍ଥ ଲାଭ ହୋଇଥିଲା। ଏହି ଅନୁପାତରେ ୨୦୧୭ରେ ଖେଳାଯାଇଥିବା ୧୦ମ ସଂସ୍କରଣ ଆଇପିଏଲରେରେ ୨୭ହଜାର ୬୭ କୋଟି ଟଙ୍କା ଲାଭ ହୋଇଥିଲା।

ପ୍ରଥମ ସିଜିନର ଆଇପିଏଲରେ ବ୍ରାଣ୍ଡ ଭାଲ୍ୟୁ  ୮୩୭.୫୪ କୋଟି ଥିବା ବେଳେ ୧୦ ବର୍ଷ ପରେ ଏହା ୩୪ ହଜାର ଟଙ୍କା ହୋଇଯାଇଛି। ପାଖାପାଖି ୪୧ ଗୁଣା  ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ବୃଦ୍ଧି ପାଇଛି। ପ୍ରଥମ ସିଜିନରେ ମୋଟ ୧୦ କୋଟି ଲୋକ ଆଇପିଏଲ ଦେଖିଥିବା ବେଳେ ଆଇପିଏଲ ୨୦୧୭କୁ ୧୨୫ କୋଟି ଲୋକ ଦେଖିଛଛନ୍ତି। ପ୍ରଥମ ସିଜିନର ପୁରସ୍କାର ରାଶି ୧୪ କୋଟି ଥିବା ବେଳେ ୨୦୧୮ ଆଇପିଏଲରେ ପୁରସ୍କାର ରାଶି ରହିଛି ପାଖାପାଖି ୫୨ କୋଟି ଟଙ୍କା ରହିଛି। ୨୦୦୮ ଆଇପିଏଲରେ ଚାମ୍ପିୟନ ଦଳକୁ ୪.୮ କୋଟି ଟଙ୍କା ମିଳିଥିବା ବେଳେ ଏଥର ଚାମ୍ପିୟନ ହେବାକୁ ଥିବା ଟିମ୍‌କୁ ୨୬ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ପ୍ରଥମରୁ ୫ଟି ସଂସ୍କରଣ ପାଇଁ DLF  ୪୦ କୋଟିରେ ଆଇପିଏଲ ଟାଇଟଲ୍‌ କିଣିଥିଲା। କିନ୍ତୁ VIVO ଏବେ ପାଞ୍ଚ ବର୍ଷ ପାଇଁ ୪୩୯.୮ କୋଟି ଟଙ୍କାରେ ଆଇପିଏଲ ଟାଇଟଲ କିଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story