ରବିବାର ଆଇପିଏଲ୍‌ରେ ଡବ୍‌ଲ ଧମାକା

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଆଇପିଏଲ୍‌ର ୧୨ ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌। ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ ଦୁଇ ହେଭିୱେଟ୍‌ ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ ମୁହାଁମୁହିଁ ହେବେ। ତେବେ ଆସନ୍ତାକାଲି ଆଇପିଏଲ୍‌ରେ ଡବଲ ଧମାକା ଦେଖିବାକୁ ମିଳିବ। ପ୍ରଥମ ମ୍ୟ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ସାମ୍ନାସାମ୍ନି ହେବେ। ସେହିପରି ରାତି ୮ଟାରେ ରୋହିତ ଶର୍ମାଙ୍କ […]

i

i

Hemant Lenka
  • Published: Saturday, 23 March 2019
  • Updated: 23 March 2019, 05:31 PM IST

Sports

Latest News

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଆଇପିଏଲ୍‌ର ୧୨ ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌। ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ ଦୁଇ ହେଭିୱେଟ୍‌ ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ ମୁହାଁମୁହିଁ ହେବେ।

ତେବେ ଆସନ୍ତାକାଲି ଆଇପିଏଲ୍‌ରେ ଡବଲ ଧମାକା ଦେଖିବାକୁ ମିଳିବ। ପ୍ରଥମ ମ୍ୟ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ସାମ୍ନାସାମ୍ନି ହେବେ। ସେହିପରି ରାତି ୮ଟାରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ।

କୋଲକାତା ବନାମ ହାଇଦ୍ରାବାଦ

ଆସନ୍ତାକାଲି ଅପରାହ୍ନ ୪ଟାରେ ଘରୋଇ ଇଡେନ୍‌ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ସନ୍‌ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆରଏଚ୍‌)କୁ ଭେଟିବ। ୨୦୧୨ ଓ ୨୦୧୪ରେ ଆଇପିଏଲ୍‌ ଟ୍ରଫି ଜିତିଥିବା କୋଲକାତା ଟିମ୍‌ରେ ଏଥର ବ୍ୟାପକ ପରିବର୍ତ୍ତନ ହୋଇଛି। ସେହିପରି ଗତବର୍ଷ ଫାଇନାଲ୍‌ରେ ହାରିଥିବା ହାଇଦ୍ରାବାଦ୍‌ ମଧ୍ୟ ଏଥର ଟ୍ରଫି ଜିତିବାକୁ ପୂରା ଦମ ଲଗାଇବ। ଦୀନେଶ କାର୍ତ୍ତିକଙ୍କ ଅଧିନାୟକତ୍ୱରେ କେକେଆର କେମିତି ପ୍ରଦର୍ଶନ କରୁଛି,ତା’ ଉପରେ ସମସ୍ତ ନଜର ରହିବ। କାର୍ତ୍ତିକ ମଧ୍ୟ ଆଇପିଏଲ୍‌ରେ ବିଶ୍ୱକପ୍‌ ଟିକେଟ୍‌ ପାଇବାକୁ ସେ ଯୋଗ୍ୟ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିବେ।

କେକେଆରର ବ୍ୟାଟିଂ ଲାଇନ୍‌ ଅପ୍‌ ବେଶ ଶକ୍ତିଶାଳୀ। ଏହାବ୍ୟତୀତ ୩ ୱେଷ୍ଟଇଣ୍ଡିଜ୍‌ର ତାରକା ମଧ୍ୟ ଦଳ ପାଖରେ ରହିଛନ୍ତି। ପୂର୍ବରୁ ସୁନୀଲ ନାରିନ୍‌ ଓ ଆଣ୍ଡ୍ରେ ରସେଲ କେକେଆର ପାଖରେ ରହିଥିଲେ।

ଚଳିତ ବର୍ଷ କାର୍ଲୋସ ବ୍ରାଥୱେଟ୍‌ ମଧ୍ୟ କେକେଆର ପାଖକୁ ଆସିଛନ୍ତି। ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ୍‌ ଲୀନ୍‌, ନୀତୀଶ ରାଣା, ରିଙ୍କୁ ସିଂହ, ରବିନ୍‌ ଉଥାପ୍ପା, ଶୁଭମାନ ଗିଲଙ୍କ ଭଳି ବ୍ୟାଟସ୍‌ମ୍ୟାନ୍‌ ମଧ୍ୟ ଅଛନ୍ତି।

କୁଲଦୀପ ଯାଦବ ଓ ପୀୟୂଷ ଚାୱଲାଙ୍କ ଭଳି ଦୁଇ ଜଣ ରିଷ୍ଟ ସ୍ପିନ୍‌ର ମଧ୍ୟ ଦଳ ପାଖରେ ରହିଛନ୍ତି। କିନ୍ତୁ କେକେଆର ପାଖରେ କେହି ପ୍ରଭାବୀ ଦ୍ରୁତ ବୋଲର ନାହାନ୍ତି। ତେଣୁ ସମସ୍ତଙ୍କ ନଜର ଲୁକି ଫରଗୁସନ୍‌ଙ୍କ ଉପରେ ରହିବ।

ସନରାଇଜର୍ସ ହାଇଦ୍ରାବାଦ

ଆଇପିଏଲ୍‌ର ସବୁଠାରୁ ସନ୍ତୁଳିତ ଦଳ ହେଉଛି ଏସ୍‌ଆରଏଚ୍‌। ଗତବର୍ଷ ବଲ ଟ୍ୟାମ୍ପରିଙ୍ଗ କରିବା ଯୋଗୁ ବାସନ୍ଦ ହୋଇଥିବା ଡେଭିଡ୍‌ ୱାର୍ଣ୍ଣର ଏଥର ଫେରିଛନ୍ତି।

କିନ୍ତୁ ପୂର୍ବଥର ଭଳି ଏଥର ମଧ୍ୟ କେନ୍‌ ୱିଲିମସନ୍‌ ଦଳର ନେତୃତ୍ୱ ନେବେ। ଏହି ଦୁଇ ଷ୍ଟାର ଖେଳାଳିଙ୍କ ବ୍ୟତୀତ ମନୀଷ ପାଣ୍ଡେ, ମାର୍ଟିନ୍‌ ଗପ୍ଟିଲ, ଦୀପକ ହୁଡ୍ଡା, ମହମ୍ମଦ ନବି, ସାକିବ ଅଲ ହାସନ, ବିଜୟ ଶଙ୍କର, ୟୁସୁଫ ପଠାନ, ଜନ୍ନି ବେୟାରଷ୍ଟୋ, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ରସିଦ ଖାନ୍‌ ଓ ସିଦ୍ଧାର୍ଥ କୌଲଙ୍କ ଭଳି ଖେଳାଳି ରହିଛନ୍ତି।

ତେବେ ଆହତ ସମସ୍ୟା ଯୋଗୁ ଆସନ୍ତାକାଲିର ମ୍ୟାଚ୍‌ ନିୟମିତ ଅଧିନାୟକ କେନ୍‌ ୱିଲମସନ୍‌ ଖେଳିବେ କି ନାହିଁ, ତାହା ଜଣାପଡ଼ିନାହିଁ। ତଥାପି ଦଳରେ ଏକାଧିକ ମ୍ୟାଚ୍‌ ୱିନର ଅଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ

ଆପିଏଲର ୧୨ତମ ସଂସ୍କରଣ ଜିତିବାର ଅନ୍ୟତମ ପ୍ରବଳ ଦାବିଦାର ହେଉଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ଦଳ ଗତଥର ଦକ୍ଷତା ଅନୁସାରେ ଦଳ ଭଲ ପ୍ରଦର୍ଶନ କରି ପାରି ନଥିଲା। ଏଥର କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ସ୍ୱତନ୍ତ୍ର ରଣନୀତି ନେଇ ମଇଦାନକୁ ଓହ୍ଲାଇବ। ଦଳ ସହ ଏଥର ଭେଟରାନ୍‌ ଯୁବରାଜ ସିଂହ ରହିଛନ୍ତି। ସେହିପରି ରୋହିତ ଶର୍ମା ମଧ୍ୟ ଏଥର ଓପନିଂ କରିବେ। ତେଣୁ ଦଳକୁ ଏକ ଭଲ ଆରମ୍ଭ ମିଳିବ ବୋଲି ଆଶା କରାଯାଇପାରେ।

ମଧ୍ୟକ୍ରମରେ ଯୁବରାଜ ସିଂହ, ଇଶାନ କିଷନ,ସୂର୍ଯ୍ୟ କୁମାର ଯାଦବ ଓ କ୍ୱିଣ୍ଟନ ଡିକକ୍‌ ରହିଛନ୍ତି। ସେହିପରି ଶେଷ ଭାଗରେ କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା ଓ କିରନ୍‌ ପୋଲାର୍ଡ ରହିଛନ୍ତି। ବୋଲିଂ ବାହିନୀର ଦାୟିତ୍ୱ ଯଶପ୍ରୀତ ବୁମ୍ରାଙ୍କ ଉପରେ ରହିବ। ତାଙ୍କୁ ସ୍ପିନର ମୟଙ୍କ ମାର୍କଣ୍ଡେ ଭରପୂର ସହଯୋଗ କରିବେ।

ଏହାବାଦ୍‌ ଲସିଥ ମାଲିଙ୍ଗା ଓ ମିଚେଲ ମ୍ୟାକ୍‌ଘ୍ଲାନ୍‌ଙ୍କ ଭଳି ବୋଲର ମୁମ୍ବାଇ ପାଖରେ ରହିଛନ୍ତି। ତେଣୁ ଦଳ ଏଥର ଆଇପିଏଲ୍‌ରେ କମାଲ କରିବ ବୋଲି ସମସ୍ତେ ଆଶା କରିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ

ନୂଆ ନାଁ ସହ ୧୨ତମ ଆଇପିଏଲ୍‌ ଖେଳୁଥିବା ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଦକ୍ଷତାର ଅଭାବ ନାହିଁ। କିନ୍ତୁ ଦଳରେ ଶିଖର ଧୱନଙ୍କୁ ଛାଡ଼ିଦେଲେ ସେଭଳି ଅଭିଜ୍ଞ ଖେଳାଳି ନାହାନ୍ତି।

ତଥାପି ଦଳ ପାଖରେ ଏକାଧିକ ମ୍ୟାଚ୍‌ ୱିନର ରହିଛନ୍ତି। କଲିନ୍‌ ଇମଗ୍ରାନ୍‌, ରିଷଭ ପନ୍ତ, ପୃଥ୍ୱୀ ଶ’, କଲିନ୍‌ ମନରୋ, ହନୁମା ବିହାରୀ ଓ ଅକ୍ସର ପଟେଲଙ୍କ ଭଳି ଖେଳାଳି ରହିଛନ୍ତି। ବୋଲିଂ ବାହିନୀରେ ଟ୍ରେଣ୍ଟ ବୋଲ୍ଟ, ଇଶାନ୍ତ ଶର୍ମା, କାଗିସୋ ରାବାଡା, ଅମିତ ମିଶ୍ର ଓ ନାଥୁ ସିଂହଙ୍କ ଭଳି ବୋଲର ରହିଛନ୍ତି। ତେଣୁ ଦଳ ମୁମ୍ବାଇକୁ ମାତ୍‌ ଦେବାର କ୍ଷମତା ରଖିଛି କହିଲେ ଅତ୍ୟୁକ୍ତି ହେବନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story