ମାର୍ଚ୍ଚ ୧୭ରେ ଭୁବନେଶ୍ୱରକୁ ଆସିବ ଆଇପିଏଲ୍‌ ଟ୍ରଫି

ଭୁବନେଶ୍ୱର:ରାଜ୍ୟ କ୍ରିକେଟ୍‌ ପାଇଁ ଖୁସି ଖବର । ଖୁବ୍‌ ଶିଘ୍ର ଫଟାଫଟ୍‌ କ୍ରିକେଟ ଆରମ୍ଭ ହେବାକୁ ଯାଉଛି ହେଲେ ତାପୂର୍ବରୁ ଚଳିତ ମାସ ୧୭ତାରିଖରେ ରାଜଧାନୀ ଭୁବନେଶ୍ୱରକୁ ଆସିବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଟ୍ରଫି । ସ୍ଥାନୀୟ ଜୟଦେବବିହାରସ୍ଥିତ ପାଲ୍‌ହାଇଟ୍‌ସରେ ଏହି ଟ୍ରଫି ପ୍ରଦର୍ଶିତ ହେବ । ଶୁକ୍ରବାର ଠାରୁ ଏହି ଟ୍ରଫି ଚଣ୍ଡିଗଡରୁ ଭ୍ରମଣ ଆରମ୍ଭ କରିଛି । ଏହି ଟ୍ରଫି ୧୫ଟି ସହର ପରିକ୍ରମା କରିବା ପରେ ମାର୍ଚ୍ଚ ୧୫ ତାରିଖରେ ପୁନେରେ ପହଞ୍ଚିବ […]

ipl

ipl

Rakesh Mallick
  • Published: Saturday, 11 March 2017
  • Updated: 11 March 2017, 04:40 PM IST

Sports

Latest News

ଭୁବନେଶ୍ୱର:ରାଜ୍ୟ କ୍ରିକେଟ୍‌ ପାଇଁ ଖୁସି ଖବର । ଖୁବ୍‌ ଶିଘ୍ର ଫଟାଫଟ୍‌ କ୍ରିକେଟ ଆରମ୍ଭ ହେବାକୁ ଯାଉଛି ହେଲେ ତାପୂର୍ବରୁ ଚଳିତ ମାସ ୧୭ତାରିଖରେ ରାଜଧାନୀ ଭୁବନେଶ୍ୱରକୁ ଆସିବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଟ୍ରଫି । ସ୍ଥାନୀୟ ଜୟଦେବବିହାରସ୍ଥିତ ପାଲ୍‌ହାଇଟ୍‌ସରେ ଏହି ଟ୍ରଫି ପ୍ରଦର୍ଶିତ ହେବ । ଶୁକ୍ରବାର ଠାରୁ ଏହି ଟ୍ରଫି ଚଣ୍ଡିଗଡରୁ ଭ୍ରମଣ ଆରମ୍ଭ କରିଛି । ଏହି ଟ୍ରଫି ୧୫ଟି ସହର ପରିକ୍ରମା କରିବା ପରେ ମାର୍ଚ୍ଚ ୧୫ ତାରିଖରେ ପୁନେରେ ପହଞ୍ଚିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story