ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ବିଶ୍ୱକପ୍‌: ୭ ମେଡାଲ ସହ ଖାତା ଖୋଲିଲା ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ (ଆଇଏସ୍‌ଏସ୍‌ଏଫ୍‌) ଜୁନିୟର ବିଶ୍ୱକପ୍‌ରେ ଭାରତର ଆରମ୍ଭ ଭଲ ହୋଇଛି। ଆଜି ପ୍ରଥମ ଦିନରେ ରାଇଫଲ, ପିସ୍ତଲ/ଶୁଟ୍‌ ଗନ୍‌ ପ୍ରତିଯୋଗିତାରେ ଭାରତକୁ ୭ଟି ପଦକ ମିଳିଛି। ଏଥିରେ ୩ଟି ସ୍ୱର୍ଣ୍ଣ ପଦକ ରହିଛି। ଦେଶକୁ ଶୁଭଙ୍କର ପାରାମାଣିକ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।

50m

50m

Rakesh Mallick
  • Published: Monday, 19 September 2016
  • Updated: 19 September 2016, 06:51 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ (ଆଇଏସ୍‌ଏସ୍‌ଏଫ୍‌) ଜୁନିୟର ବିଶ୍ୱକପ୍‌ରେ ଭାରତର ଆରମ୍ଭ ଭଲ ହୋଇଛି। ଆଜି ପ୍ରଥମ ଦିନରେ ରାଇଫଲ, ପିସ୍ତଲ/ଶୁଟ୍‌ ଗନ୍‌ ପ୍ରତିଯୋଗିତାରେ ଭାରତକୁ ୭ଟି ପଦକ ମିଳିଛି। ଏଥିରେ ୩ଟି ସ୍ୱର୍ଣ୍ଣ ପଦକ ରହିଛି।

ଦେଶକୁ ଶୁଭଙ୍କର ପାରାମାଣିକ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos