ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ବିଶ୍ୱକପ୍‌: ୭ ମେଡାଲ ସହ ଖାତା ଖୋଲିଲା ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ (ଆଇଏସ୍‌ଏସ୍‌ଏଫ୍‌) ଜୁନିୟର ବିଶ୍ୱକପ୍‌ରେ ଭାରତର ଆରମ୍ଭ ଭଲ ହୋଇଛି। ଆଜି ପ୍ରଥମ ଦିନରେ ରାଇଫଲ, ପିସ୍ତଲ/ଶୁଟ୍‌ ଗନ୍‌ ପ୍ରତିଯୋଗିତାରେ ଭାରତକୁ ୭ଟି ପଦକ ମିଳିଛି। ଏଥିରେ ୩ଟି ସ୍ୱର୍ଣ୍ଣ ପଦକ ରହିଛି।

ଦେଶକୁ ଶୁଭଙ୍କର ପାରାମାଣିକ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି।