ଟେଷ୍ଟ ବୋଲର ତାଲିକାର ଦ୍ୱିତୀୟ ସ୍ଥାନରେ ଜାଡେଜା

ଦୁବାଇ: ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ୧୦ ୱିକେଟ୍‌ ନେଇ ଭାରତ ବିଜୟରେ ହିରୋ ସାଜିଥିବା ରବୀନ୍ଦ୍ର ଜାଡେଜା ବିଶ୍ୱ ଟେଷ୍ଟ ବୋଲର ତାଲିକାର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଆଜି ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରୁ ଏହା ଜଣାପଡିଛି। ତାଲିକାର ପ୍ରଥମ ସ୍ଥାନରେ ଭାରତର ଅନ୍ୟତମ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଅଛନ୍ତି। ଏପରି ଦ୍ୱିତୀୟ ଥର ଘଟିଛି ଯେଉଁଠି ଭାରତର ଦୁଇଜଣ ଖେଳାଳି ଟେଷ୍ଟ ବୋଲର ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। […]

jadeja

jadeja

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 07:37 PM IST

Sports

Latest News

ଦୁବାଇ: ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ୧୦ ୱିକେଟ୍‌ ନେଇ ଭାରତ ବିଜୟରେ ହିରୋ ସାଜିଥିବା ରବୀନ୍ଦ୍ର ଜାଡେଜା ବିଶ୍ୱ ଟେଷ୍ଟ ବୋଲର ତାଲିକାର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଆଜି ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରୁ ଏହା ଜଣାପଡିଛି। ତାଲିକାର ପ୍ରଥମ ସ୍ଥାନରେ ଭାରତର ଅନ୍ୟତମ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଅଛନ୍ତି।

ଏପରି ଦ୍ୱିତୀୟ ଥର ଘଟିଛି ଯେଉଁଠି ଭାରତର ଦୁଇଜଣ ଖେଳାଳି ଟେଷ୍ଟ ବୋଲର ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହା ପୂର୍ବରୁ ବିଶେନ ସିଂହ ବେଦୀ ଏବଂ ଭଗବତ ଚନ୍ଦ୍ରଶେଖର ଏହି ସଫଳତା ହାସଲ କରିଥିଲେ।

ଇଂଲଣ୍ଡ ବିପକ୍ଷ ୫ଟି ଟେଷ୍ଟରେ ଜାଡେଜା ୨୮ ୱିକେଟ୍‌ ନେଇଛନ୍ତି। ଏହି ସଫଳତା ବଳରେ ସେ ୬୬ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି। ସେ ଏବେ ଅଶ୍ୱିନଙ୍କଠାରୁ ୮ ପଏଣ୍ଟ କମ୍‌ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story