ୱିଲିୟମସନ୍ ଓ ନିକୋଲ୍ସ ଯୋଡ଼ିକୁ ଭାଙ୍ଗିଲେ ଜାଡେଜା

ମ୍ୟାଞ୍ଚେଷ୍ଟର୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। କିନ୍ତୁ କ୍ୟାପଟେନ୍ କେନ୍ ୱିଲିୟମସନ୍ ଓ ଓପ୍ନର ହେନରୀ ନିକୋଲ୍ସ ଧୈର୍ଯ୍ୟର ସହ ବ୍ୟାଟିଂ କରି ସ୍ଥିତି ସମ୍ଭାଳିଛନ୍ତି। ଦୁହେଁ ଦ୍ୱିତୀୟ ୱିକେଟ୍ ଅର୍ଦ୍ଧଶତକୀୟ ଭାଗୀଦାରୀ କରିଥିବା ବେଳେ ଏହି ଯୋଡ଼ିକୁ ରବୀନ୍ଦ୍ର ଜାଡେଜା ଭାଙ୍ଗି ଭାରତକୁ ଦ୍ୱିତୀୟ ସଫଳତା ଦେଇଛନ୍ତି। ନିକୋଲ୍ସ ୨୮ ରନ୍ କରି କ୍ଲିନ୍ ବୋଲ୍ଡ ହୋଇଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ […]

jadu

jadu

Hemant Lenka
  • Published: Tuesday, 09 July 2019
  • Updated: 09 July 2019, 04:33 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। କିନ୍ତୁ କ୍ୟାପଟେନ୍ କେନ୍ ୱିଲିୟମସନ୍ ଓ ଓପ୍ନର ହେନରୀ ନିକୋଲ୍ସ ଧୈର୍ଯ୍ୟର ସହ ବ୍ୟାଟିଂ କରି ସ୍ଥିତି ସମ୍ଭାଳିଛନ୍ତି।

ଦୁହେଁ ଦ୍ୱିତୀୟ ୱିକେଟ୍ ଅର୍ଦ୍ଧଶତକୀୟ ଭାଗୀଦାରୀ କରିଥିବା ବେଳେ ଏହି ଯୋଡ଼ିକୁ ରବୀନ୍ଦ୍ର ଜାଡେଜା ଭାଙ୍ଗି ଭାରତକୁ ଦ୍ୱିତୀୟ ସଫଳତା ଦେଇଛନ୍ତି। ନିକୋଲ୍ସ ୨୮ ରନ୍ କରି କ୍ଲିନ୍ ବୋଲ୍ଡ ହୋଇଛନ୍ତି।

ରିପୋର୍ଟ ଲେଖା ହେଲା ବେଳକୁ ନ୍ୟୁଜିଲ୍ୟାଣ୍ଡ୍ ୧୯ ଓଭରରେ ୨ ୱିକେଟ୍ ହରାଇ ୭୦ ରନ୍ କରିଛି। ୱିଲିୟମସନ୍ ୩୧ ଓ ରସ୍ ଟେଲର୍ ୧ ରନ୍‌ରେ ବ୍ୟାଟିଂ କରୁଛନ୍ତି।

ଏହା ପୂର୍ବରୁ ମ୍ୟାଚର ଚତୁର୍ଥ ଓଭରରେ ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା ଦେଇଥିଲେ। ଓପ୍ନର ମାର୍ଟିନ୍ ଗପ୍ଟିଲ୍ ପୁଣି ଥରେ ନିରାଶ କରି ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story