ମିଷ୍ଟର ୱାର୍ଲଡ୍‌ ପ୍ରତିଯୋଗିତାରେ ଭାଗ ନେବେ ଜନ୍ମେଜୟ

ଭୁବନେଶ୍ୱର: ଓଡ଼ିଆ ବଡି ବିଲ୍‌ଡର ଜନ୍ମେଜୟ ମହାନ୍ତି ଆସନ୍ତା ଜୁନ୍‌ରେ ଋଷିଆରେ ହେବାକୁ ଥିବା ମିଷ୍ଟର ୱାର୍ଲଡ୍‌ ପ୍ରତିଯୋଗିତାରେ ଭାଗ ନେବେ। ଓଡ଼ିଶା ଛାଡ଼ିବା ପରେ ନ୍ୟାସ୍‌ନାଲ୍ ବଡ଼ି ବିଲଡର୍ସ ଆସୋସିଏସନ୍‌ ପକ୍ଷରୁ ସେ ଏବେ ପଶ୍ଚିମବଙ୍ଗରୁ ଖେଳୁଛନ୍ତି। ଜୁନ୍ ୧୬ ଓ ୧୭ ଦୁଇ ଦିନ ଧରି ଋଷିଆରେ ମିଷ୍ଟର ୱାର୍ଲଡ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ସେ ଜୁନ୍‌ ୧୪ରୁ ଭାରତୀୟ ଦଳ ସହ ଋଷ ଗସ୍ତ କରିବେ। ନିଜ କ୍ୟାରିୟରରେ ପ୍ରଥମ ବିଶ୍ୱ […]

janmenjayamohanty

janmenjayamohanty

Rakesh Mallick
  • Published: Friday, 06 January 2017
  • Updated: 06 January 2017, 08:14 AM IST

ଭୁବନେଶ୍ୱର: ଓଡ଼ିଆ ବଡି ବିଲ୍‌ଡର ଜନ୍ମେଜୟ ମହାନ୍ତି ଆସନ୍ତା ଜୁନ୍‌ରେ ଋଷିଆରେ ହେବାକୁ ଥିବା ମିଷ୍ଟର ୱାର୍ଲଡ୍‌ ପ୍ରତିଯୋଗିତାରେ ଭାଗ ନେବେ। ଓଡ଼ିଶା ଛାଡ଼ିବା ପରେ ନ୍ୟାସ୍‌ନାଲ୍ ବଡ଼ି ବିଲଡର୍ସ ଆସୋସିଏସନ୍‌ ପକ୍ଷରୁ ସେ ଏବେ ପଶ୍ଚିମବଙ୍ଗରୁ ଖେଳୁଛନ୍ତି। ଜୁନ୍ ୧୬ ଓ ୧୭ ଦୁଇ ଦିନ ଧରି ଋଷିଆରେ ମିଷ୍ଟର ୱାର୍ଲଡ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ସେ ଜୁନ୍‌ ୧୪ରୁ ଭାରତୀୟ ଦଳ ସହ ଋଷ ଗସ୍ତ କରିବେ। ନିଜ କ୍ୟାରିୟରରେ ପ୍ରଥମ ବିଶ୍ୱ ଚାମ୍ପିଅନ୍‌ସିପ୍‌ ହୋଇଥିବାରୁ ଏଥିରେ ସଫଳତା ଲାଗି କଠିନ ପରିଶ୍ରମ କରିଥିବା କହିଛନ୍ତି ଜନ୍ମେଜୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos