ଜାପାନ ଓପନ୍‌: କ୍ୱାର୍ଟରରେ ହାରିଲେ ଶ୍ରୀକାନ୍ତ

ଟୋକିଓ: ଜାପାନ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଏହି ପ୍ରତିଯୋଗିତାରେ ଭାରତର ଏକମାତ୍ର ଆଶା ହୋଇ ରହିଥିବା କେ. ଶ୍ରୀକାନ୍ତ ଆଜି କ୍ୱାର୍ଟର ଫାଇନାଲ୍‌ରେ ହାରି ଯାଇଛନ୍ତି। ସେ ଜର୍ମାନର ମାର୍କ ଜ୍ୱିବଲରଙ୍କଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ସେ ମାର୍କଙ୍କଠାରୁ ୨୧-୧୮,୧୪-୨୧,୧୯-୨୧ରେ ପରାଜିତ ହୋଇଥିଲେ। ଅଷ୍ଟମ ସିଡ୍‌ର ଶ୍ରୀକାନ୍ତଙ୍କର ରିଓ ଅଲିମ୍ପିକ୍‌ ପରେ ଏହା ପ୍ରଥମ ଟୁର୍ଣ୍ଣାମେଣ୍ଟ ଥିଲା।

srikant

srikant

Rakesh Mallick
  • Published: Friday, 23 September 2016
  • Updated: 23 September 2016, 05:00 PM IST

Sports

Latest News

ଟୋକିଓ: ଜାପାନ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଏହି ପ୍ରତିଯୋଗିତାରେ ଭାରତର ଏକମାତ୍ର ଆଶା ହୋଇ ରହିଥିବା କେ. ଶ୍ରୀକାନ୍ତ ଆଜି କ୍ୱାର୍ଟର ଫାଇନାଲ୍‌ରେ ହାରି ଯାଇଛନ୍ତି। ସେ ଜର୍ମାନର ମାର୍କ ଜ୍ୱିବଲରଙ୍କଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ସେ ମାର୍କଙ୍କଠାରୁ ୨୧-୧୮,୧୪-୨୧,୧୯-୨୧ରେ ପରାଜିତ ହୋଇଥିଲେ।

ଅଷ୍ଟମ ସିଡ୍‌ର ଶ୍ରୀକାନ୍ତଙ୍କର ରିଓ ଅଲିମ୍ପିକ୍‌ ପରେ ଏହା ପ୍ରଥମ ଟୁର୍ଣ୍ଣାମେଣ୍ଟ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story