କୁନି ଫୁଟ୍‌ ବଲ ଖେଳାଳି ଚନ୍ଦନଙ୍କ ଖେଳକୁ ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ର ପ୍ରଶଂସା

ବର୍ଲିନ: ଭୁବନେଶ୍ୱର ସବର ସାହିର କୁନି ଫୁଟ୍‌ବଲ ଖେଳାଳି ଚନ୍ଦନ ନାଏକ ଜର୍ମାନୀରେ ଚମକୁଛନ୍ତି। ଚନ୍ଦନଙ୍କ ଖେଳକୁ ଜର୍ମାନୀର ପ୍ରସିଦ୍ଧ ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ର ଖେଳାଳିମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଏପରିକି ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ର କ୍ୟାପଟେନ ଫିଲିପ୍‌ ଲାମ୍‌ ଚନ୍ଦନଙ୍କୁ ପୁରସ୍କୃତ କରିଛନ୍ତି। ଚନ୍ଦନ ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ର ହୁମ୍ ଗ୍ରାଉଣ୍ଡ ଆଲିଆଞ୍ଜ ଏରିନାରେ ଅଭ୍ୟାସ ମ୍ୟାଚ ଖେଳିଥିଲେ। ଚନ୍ଦନଙ୍କ ପାସିଂ ଓ ଡ୍ରିବ୍ଲିଂ ଖେଳ ସମସ୍ତଙ୍କୁ ଚକିତ କରିଥିଲା। ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ର ଖେଳାଳି […]

chandan-1

chandan-1

Rakesh Mallick
  • Published: Friday, 26 August 2016
  • Updated: 26 August 2016, 08:16 PM IST

Sports

Latest News

chandan-1ବର୍ଲିନ: ଭୁବନେଶ୍ୱର ସବର ସାହିର କୁନି ଫୁଟ୍‌ବଲ ଖେଳାଳି ଚନ୍ଦନ ନାଏକ ଜର୍ମାନୀରେ ଚମକୁଛନ୍ତି। ଚନ୍ଦନଙ୍କ ଖେଳକୁ ଜର୍ମାନୀର ପ୍ରସିଦ୍ଧ ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ର ଖେଳାଳିମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଏପରିକି ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ର କ୍ୟାପଟେନ ଫିଲିପ୍‌ ଲାମ୍‌ ଚନ୍ଦନଙ୍କୁ ପୁରସ୍କୃତ କରିଛନ୍ତି।

ଚନ୍ଦନ ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ର ହୁମ୍ ଗ୍ରାଉଣ୍ଡ ଆଲିଆଞ୍ଜ ଏରିନାରେ ଅଭ୍ୟାସ ମ୍ୟାଚ ଖେଳିଥିଲେ। ଚନ୍ଦନଙ୍କ ପାସିଂ ଓ ଡ୍ରିବ୍ଲିଂ ଖେଳ ସମସ୍ତଙ୍କୁ ଚକିତ କରିଥିଲା। ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ର ଖେଳାଳି ଜାଭି ଆଲୋଞ୍ଜୋ ଓ ଭିଡାଲ୍‌ ମଧ୍ୟ ଚନ୍ଦନଙ୍କ ଖେଳ ଦେଖି ଚମତ୍କୃତ ହୋଇଥିଲେ।

ଚନ୍ଦନ ମା’ ଦୁହିତା ନାଏକ କହିଛନ୍ତି, “ଚନ୍ଦନ ମୋ ପାଖକୁ ଫୋନ୍‌ କରିଥିଲା। ଭଲ ଖେଳ ପ୍ରଦର୍ଶନ କରି ସେ ପୁରସ୍କୃତ ହୋଇଛି ବୋଲି କହିଥିଲା।”

ଚନ୍ଦନଙ୍କ କୋଚ୍‌ ଜୟଦେବ ମହାପାତ୍ର କହିଛନ୍ତି, “ଏଠାରେ ସାରା ବିଶ୍ୱରୁ ବହୁ ଖେଳାଳି ଯୋଗଦେଇଛନ୍ତି।  ସେମାନଙ୍କ ମଧ୍ୟରୁ ସବୁଠାରୁ କନିଷ୍ଠ ହେଉଛନ୍ତି ଚନ୍ଦନ। ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଚନ୍ଦନ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ତାଙ୍କୁ କ୍ଲବ ତରଫରୁ ପୁରସ୍କୃତ କରାଯାଇଛି। ଏହା ନିଶ୍ଚିତ ଆମ ରାଜ୍ୟ ପାଇଁ ଗୌରବର ବିଷୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story