୧୦୦ ୱିକେଟ୍‌ କ୍ଲବରେ ଯଶପ୍ରୀତ ବୁମ୍‌ରା

ଲିଡ୍ସ: ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର ତଥା ଦିନିକିଆ ବୋଲିଂ ମାନ୍ୟତାରେ ୧ ନଂ ସ୍ଥାନରେ ଥିବା ଯଶପ୍ରୀତ ବୁମରା ଆଜି ୧୦୦ ୱିକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି। ଭାରତ ପକ୍ଷରୁ ବିଶ୍ୱକପ୍‌ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ର ୪ର୍ଥ ଓଭର୍‌ରେ ବୁମ୍ରା ଏହି ସଫଳତା ପାଇଛନ୍ତି। ଆଜିର ମ୍ୟାଚ୍‌ ପୂର୍ବରୁ ବୁମ୍ରା ୫୬ଟି ମ୍ୟାଚ୍‌ ଖେଳି ୯୯ଟି ୱିକେଟ୍‌ ନେଇଥିଲେ। ଆଜି ୫୭ତମ ମ୍ୟାଚ୍‌ରେ ବୁମ୍‌ରା ୧୦୦ତମ ୱିକେଟ୍‌ ହାସଲ କରିଛନ୍ତି। ଶ୍ରୀଲଙ୍କା ଅଧିନାୟକ ଦିମୁ କରୁଣରତ୍ନେଙ୍କୁ […]

j

j

Hemant Lenka
  • Published: Saturday, 06 July 2019
  • Updated: 06 July 2019, 05:37 PM IST

Sports

Latest News

ଲିଡ୍ସ: ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର ତଥା ଦିନିକିଆ ବୋଲିଂ ମାନ୍ୟତାରେ ୧ ନଂ ସ୍ଥାନରେ ଥିବା ଯଶପ୍ରୀତ ବୁମରା ଆଜି ୧୦୦ ୱିକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି। ଭାରତ ପକ୍ଷରୁ ବିଶ୍ୱକପ୍‌ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ର ୪ର୍ଥ ଓଭର୍‌ରେ ବୁମ୍ରା ଏହି ସଫଳତା ପାଇଛନ୍ତି। ଆଜିର ମ୍ୟାଚ୍‌ ପୂର୍ବରୁ ବୁମ୍ରା ୫୬ଟି ମ୍ୟାଚ୍‌ ଖେଳି ୯୯ଟି ୱିକେଟ୍‌ ନେଇଥିଲେ।

ଆଜି ୫୭ତମ ମ୍ୟାଚ୍‌ରେ ବୁମ୍‌ରା ୧୦୦ତମ ୱିକେଟ୍‌ ହାସଲ କରିଛନ୍ତି। ଶ୍ରୀଲଙ୍କା ଅଧିନାୟକ ଦିମୁ କରୁଣରତ୍ନେଙ୍କୁ ସେ ଆଜି ୱିକେଟ୍‌ କିପର ଧୋନିଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇଥିଲେ। ଏହାପରେ ସେ କୁଶଲ ପେରେରାଙ୍କୁ ମଧ୍ୟ ସମାନ ଢଙ୍ଗରେ ପ୍ୟାଭିଲିୟନ ପଠାଇଥିଲେ। ଏବେ ବୁମରାଙ୍କ ଦିନିକିଆରେ ୱିକେଟ୍‌ ସଂଖ୍ୟା ୧୦୧ରେ ପହଞ୍ଚିଛି। ଏଭଳି ଦ୍ରୁତ ୧୦୦ତମ ୱିକେଟ୍‌ ନେବାରେ ବୁମରା ଦ୍ୱିତୀୟ ଭାରତୀୟ ହୋଇଛନ୍ତି।

ଏହାପୂର୍ବରୁ ମହମ୍ମଦ ଶାମି ୫୬ଟି ମ୍ୟାଚ୍‌ରେ ୧୦୦ତମ ୱିକେଟ୍‌ ପୂରଣ କରିଥିଲେ। ସେହିପରି ୨୧ତମ ଭାରତୀୟ ଭାବେ ବୁମରା ୧୦୦ ୱିକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ବୁମ୍ରା ୧୦ଟି ଟେଷ୍ଟ ମ୍ୟାଚ୍‌ରେ ଭାରତ ପାଇଁ ୪୯ଟି ଓ ୪୨ଟି ଟି-୨୦ ମ୍ୟାଚରେ ୫୧ଟି ୱିକେଟ୍‌ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story