ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଶ୍ରେଷ୍ଠ ୧୦ରେ ବୁମ୍ରା

ଦୁବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଘାତକ ବୋଲିଂ କରିଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ବିଶ୍ୱର ଶ୍ରେଷ୍ଠ ୧୦ ଟେଷ୍ଟ ବୋଲରଙ୍କ ତାଲିକାରେ ପ୍ରବେଶ କରିଛନ୍ତି। ପୂର୍ବରୁ ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ ନଂ ସ୍ଥାନରେ ଥିବା ବୁମ୍ରା ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୭ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ପାଖରେ ଏବେ ୭୭୪ ପଏଣ୍ଟ ରହିଛି।  ସେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୬ଟି ୱିକେଟ୍‌ ନେଇଥିଲେ। ପୂର୍ବରୁ ସେ ୧୫ତମ […]

re

re

Hemant Lenka
  • Published: Wednesday, 28 August 2019
  • Updated: 28 August 2019, 06:09 PM IST

Sports

Latest News

ଦୁବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଘାତକ ବୋଲିଂ କରିଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ବିଶ୍ୱର ଶ୍ରେଷ୍ଠ ୧୦ ଟେଷ୍ଟ ବୋଲରଙ୍କ ତାଲିକାରେ ପ୍ରବେଶ କରିଛନ୍ତି। ପୂର୍ବରୁ ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ ନଂ ସ୍ଥାନରେ ଥିବା ବୁମ୍ରା ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୭ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ପାଖରେ ଏବେ ୭୭୪ ପଏଣ୍ଟ ରହିଛି।  ସେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୬ଟି ୱିକେଟ୍‌ ନେଇଥିଲେ। ପୂର୍ବରୁ ସେ ୧୫ତମ ସ୍ଥାନରେ ରହିଥିଲେ। ହେଲେ ଏବେ ସେ ୭ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ପୂର୍ବଭଳି ଟେଷ୍ଟ ରାଙ୍କିଙ୍ଗର ୧ ନମ୍ବର ସ୍ଥାନରେ ୯୦୮ ପଏଣ୍ଟ ସହ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ କମିନ୍ସ ରହିଛନ୍ତି। ଆଜି ଆଇସିସି ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯାଇଛି।

ଆଇସିସିର ଘୋଷଣା ଅନୁଯାୟୀ, ଇଂଲିଶ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ତାଙ୍କ କ୍ରିକେଟ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ଦଖଲ କରିଛନ୍ତି। ଏବେ ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୨ନଂ ସ୍ଥାନରେ ରହିଛନ୍ତି। ବିଶ୍ୱକପ୍‌ ଫାଇନାଲ୍‌ରେ ଦମଦାର ବ୍ୟାଟିଂ କରି ଇଂଲଣ୍ଡକୁ ବିଶ୍ୱ ବିଜେତା କରାଇଥିବା ଷ୍ଟୋକ୍ସ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ୍‌ର ତୃତୀୟ ଟେଷ୍ଟରେ ଅପରାଜିତ ଶତକ ହାସଲ କରିଥିଲେ।

ଷ୍ଟୋକ୍ସଙ୍କ ପାଇଁ ଇଂଲଣ୍ଡ ବିଜୟୀ ମଧ୍ୟ ହୋଇଥିଲା। କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ଷ୍ଟୋକ୍ସ ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ। ଲିଡ୍ସ ଟେଷ୍ଟ ପରେ ତାଙ୍କ ଖାତାରେ ୪୧ ପଏଣ୍ଟ ଯୋଡ଼ି ହୋଇଥିଲା। ଏବେ ସେ ମୋଟ ୪୧୧ ପଏଣ୍ଟ ସହ ଅଲରାଉଣ୍ଡ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।  ୧ନଂ ସ୍ଥାନରେ ଥିବା ଜେସନ୍‌ ହୋଲ୍ଡରଙ୍କ ଠାରୁ ଷ୍ଟୋକ୍ସ ୨୨ ପଏଣ୍ଟ ପଛରେ ରହିଛନ୍ତି।

ଅଲରାଉଣ୍ଡର ତାଲିକାରେ ୨ନଂରେ ଥିବା ଷ୍ଟୋକ୍ସ ବ୍ୟାଟିଂ ରାଙ୍କିଙ୍ଗର ୧୩ନଂ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଆଣ୍ଟିଗୁଆ ଟେଷ୍ଟରେ ଭାରତର ଟେଷ୍ଟ ଉପ ଅଧିନାୟ ଅଜିଙ୍କ୍ୟ ରାହଣେ ୮୧ ଓ ୧୦୨ ରନ୍‌ର ଇନିଂସ ଖେଳିଥିଲେ। ଏହାପରେ ସେ ୨୧ତମ ସ୍ଥାନରୁ ଲମ୍ପ ମାରି ବ୍ୟାଟିଂ ରାଙ୍କିଙ୍ଗର ୧୧ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।
ପୂର୍ବପରି ବିରାଟ୍‌ କୋହଲି ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ବେଳେ ଚେତେଶ୍ୱର ପୂଜାରା ୪ନଂ ସ୍ଥାନରେ ସ୍ଥିର ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ୯୦୪ ପଏଣ୍ଟ ସହ ଷ୍ଟିଭ୍‌ ସ୍ମିଥ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story