ଭାରତକୁ ପ୍ରଥମ ସଫଳତା ଦେଲେ ବୁମ୍ରା

ଲିଡ୍ସ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କାକୁ ମ୍ୟାଚ୍‌ର ୪ର୍ଥ ଓଭର୍‌ରେ ହିଁ ଝଟ୍‌କା ଲାଗିଛି। ୩ ଓଭର ଭଲ ବ୍ୟାଟିଂ କରୁଥିବା ଶ୍ରୀଲଙ୍କାକୁ ପ୍ରଥମ ଝଟ୍‌କା ୩.୪ ଓଭର୍‌ରେ ଯଶପ୍ରୀତ ବୁମରା ଦେଇଛନ୍ତି। କିଛି ଦର୍ଶନୀୟ ଶଟ୍‌ ଖେଳିଥିବା ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣରତ୍ନେଙ୍କୁ ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ କ୍ୟାଚ୍‌ କରାଇ ବୁମ୍ରା ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି। ଆଉଟ୍‌ ହେବା ବେଳକୁ କରୁଣରତ୍ନେ ୧୦ ରନ୍‌ କରିଥିଲେ। ଏହାର […]

w

w

Hemant Lenka
  • Published: Saturday, 06 July 2019
  • Updated: 06 July 2019, 03:28 PM IST

ଲିଡ୍ସ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କାକୁ ମ୍ୟାଚ୍‌ର ୪ର୍ଥ ଓଭର୍‌ରେ ହିଁ ଝଟ୍‌କା ଲାଗିଛି। ୩ ଓଭର ଭଲ ବ୍ୟାଟିଂ କରୁଥିବା ଶ୍ରୀଲଙ୍କାକୁ ପ୍ରଥମ ଝଟ୍‌କା ୩.୪ ଓଭର୍‌ରେ ଯଶପ୍ରୀତ ବୁମରା ଦେଇଛନ୍ତି। କିଛି ଦର୍ଶନୀୟ ଶଟ୍‌ ଖେଳିଥିବା ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣରତ୍ନେଙ୍କୁ ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ କ୍ୟାଚ୍‌ କରାଇ ବୁମ୍ରା ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି।

ଆଉଟ୍‌ ହେବା ବେଳକୁ କରୁଣରତ୍ନେ ୧୦ ରନ୍‌ କରିଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ କୁଶଲ ମେଣ୍ଡିସ୍‌ କ୍ୟାଚ୍‌ ଦେଇଥିଲେ ହେଁ କୁଲଦୀପ ଓ ପାଣ୍ଡ୍ୟାଙ୍କ ମଧ୍ୟରେ ତାଳମେଳ ଅଭାବରୁ କ୍ୟାଚ୍‌ଟି ମିସ୍‌ ହୋଇଯାଇଛି।
ଶେଷ ଖବର ସୁଦ୍ଧା ଶ୍ରୀଲଙ୍କା ୫ ଓଭରରେ ୧ ୱିକେଟ୍‌ ହରାଇ ୨୮ ରନ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story