ଜାଭେଲିନ ଥ୍ରୋୟର ଶିବପାଲ ସିଂହଙ୍କୁ ଅଲିମ୍ପିକ୍ସ ଟିକେଟ

ଡର୍ବାନ: ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ଶିବପାଲ ସିଂହ। ଦକ୍ଷିଣ ଆଫ୍ରିକାରରେ ଚାଲିଥିବା ଏକ ପ୍ରତିଯୋଗିତାରେ ସେ ଅଲିମ୍ପିକ୍ସକୁ ଯୋଗ୍ୟତା ପାଇଁ ଧାର୍ଯ୍ୟ ଦୂରତାକୁ ଜାଭେଲିନ ଥ୍ରୋ କରି ଏହି ସଫଳତା ପାଇଛନ୍ତି। ଏହାପୂର୍ବରୁ ଭାରତର ଅନ୍ୟତମ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଅଲିମ୍ପିକ୍ସ ଟିକେଟ ହାସଲ କରିଥିଲେ। ପ୍ରତିଯୋଗିତାରେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ ପାଇଁ ୮୫ ମିଟରର ଦୂରତା ଧାର୍ଯ୍ୟ କରାଯାଇଥିଲା। ଭାରତର ୨୪ […]

f

f

Hemant Lenka
  • Published: Wednesday, 11 March 2020
  • Updated: 11 March 2020, 05:20 PM IST

Sports

Latest News

ଡର୍ବାନ: ପ୍ରଥମଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ଶିବପାଲ ସିଂହ। ଦକ୍ଷିଣ ଆଫ୍ରିକାରରେ ଚାଲିଥିବା ଏକ ପ୍ରତିଯୋଗିତାରେ ସେ ଅଲିମ୍ପିକ୍ସକୁ ଯୋଗ୍ୟତା ପାଇଁ ଧାର୍ଯ୍ୟ ଦୂରତାକୁ ଜାଭେଲିନ ଥ୍ରୋ କରି ଏହି ସଫଳତା ପାଇଛନ୍ତି। ଏହାପୂର୍ବରୁ ଭାରତର ଅନ୍ୟତମ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଅଲିମ୍ପିକ୍ସ ଟିକେଟ ହାସଲ କରିଥିଲେ।

ପ୍ରତିଯୋଗିତାରେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ ପାଇଁ ୮୫ ମିଟରର ଦୂରତା ଧାର୍ଯ୍ୟ କରାଯାଇଥିଲା। ଭାରତର ୨୪ ବର୍ଷୀୟ ଶିବପାଲ ୫ମ ଥରରେ ୮୫.୪୭ ମିଟିର ଦୂରତାକୁ ନିଜର ଜାଭେଲିନ୍‌ ଥ୍ରୋ କରିଛନ୍ତି।

ଖାଲି ସେତିକି ନୁହେଁ, ଏସିଏନଡବ୍ଲ୍ୟୁ ପ୍ରତିଯୋଗିତାରେ ଶିବରାମ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି। ତେବେ ଭାରତର ଆକାଶଦୀପ ସିଂହ ୭୫ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story