ଯବାନଙ୍କୁ ଦୀପାବଳୀ ଶୁଭେଚ୍ଛା ଜଣାଇଲେ କୋହଲି

କୋଲକାତା: ଇଣ୍ଡିଆ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଭାରତୀୟ ଯବାନଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍‌ କରି ସେ ଯବାନଙ୍କୁ ଏହି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,“ପର୍ବପର୍ବାଣୀରେ ଘରଠାରୁ ଦୂରରେ ରହିବାର ଅର୍ଥ ମୁଁ ଜାଣିଛି। ଆପଣମାନେ ଯେପରି ଦେଶକୁ ସୁରକ୍ଷା ଦେଉଛନ୍ତି ଏହା ପ୍ରଶଂସା ଯୋଗ୍ୟ। ମୁଁ ଓ ସାରା ଦେଶ ଆପଣମାନଙ୍କ ସହ ଅଛନ୍ତି।” ଏହାସହ ସେ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ଆପଣମାନେ ଯେଉଁଠି ଯବାନଙ୍କୁ ଦେଖୁଛନ୍ତି, ତାଙ୍କୁ ସାଲୁଟ୍‌ […]

kohali

kohali

Rakesh Mallick
  • Published: Thursday, 27 October 2016
  • Updated: 27 October 2016, 10:47 PM IST

Sports

Latest News

କୋଲକାତା: ଇଣ୍ଡିଆ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଭାରତୀୟ ଯବାନଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍‌ କରି ସେ ଯବାନଙ୍କୁ ଏହି ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି,“ପର୍ବପର୍ବାଣୀରେ ଘରଠାରୁ ଦୂରରେ ରହିବାର ଅର୍ଥ ମୁଁ ଜାଣିଛି। ଆପଣମାନେ ଯେପରି ଦେଶକୁ ସୁରକ୍ଷା ଦେଉଛନ୍ତି ଏହା ପ୍ରଶଂସା ଯୋଗ୍ୟ। ମୁଁ ଓ ସାରା ଦେଶ ଆପଣମାନଙ୍କ ସହ ଅଛନ୍ତି।”

ଏହାସହ ସେ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ଆପଣମାନେ ଯେଉଁଠି ଯବାନଙ୍କୁ ଦେଖୁଛନ୍ତି, ତାଙ୍କୁ ସାଲୁଟ୍‌ କରନ୍ତୁ। ସେମାନଙ୍କ ପାଇଁ ଆମେ ଘରେ ରହି ପର୍ବପର୍ବାଣୀ ପାଳନ କରୁଛନ୍ତି ଓ ଶାନ୍ତିରେ ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story