ଦିଧାସ୍‌ T-20 ସିରିଜରେ ବୋଲିଂର ମଙ୍ଗ ସମ୍ଭାଳିବେ ଉଦାନକଟ୍‌

ମୁମ୍ବାଇ: ଶ୍ରୀଲଙ୍କାରେ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଦିଧାସ T-20 ତ୍ରିକୋଣୀୟ ସିରିଜ୍‌ରେ ଜୟଦେବ ଉନାଦକଟ୍‌ ଭାରତୀୟ ବୋଲିଂର ନେତୃତ୍ୱ ନେବେ। ଏହି ସିରିଜ୍‌ରେ ଭୁବନେଶ୍ୱର କୁମାର ଓ ଜସପ୍ରିତ ବୁମ୍ରାଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ବାମହାତୀ ବୋଲର ଜୟଦେବ ପାଇଥିବା ଏହି ସୁଯୋଗକୁ ହାତଛଡା କରିବାକୁ ଚାହିଁବେ ନାହିଁ। କାରଣ ଜୟଦେବ ଆସନ୍ତାବର୍ଷ ହେବାକୁ ଥିବା T-20 ବିଶ୍ୱକପ୍‌ରେ ନିଜ ସ୍ଥାନ ପକ୍କା କରିବାକୁ ଚାହିଁବେ। ଆଇପିଏଲ୍‌-୧୧ରେ ରାଜସ୍ଥାନ ରୟାଲ୍ସ ଜୟଦେବଙ୍କୁ ସାଢେ ୧୧ କୋଟି ଟଙ୍କାରେ […]

jaydev-unadkat

jaydev-unadkat

Rakesh Mallick
  • Published: Monday, 05 March 2018
  • Updated: 05 March 2018, 03:56 PM IST

Sports

Latest News

ମୁମ୍ବାଇ: ଶ୍ରୀଲଙ୍କାରେ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଦିଧାସ T-20 ତ୍ରିକୋଣୀୟ ସିରିଜ୍‌ରେ ଜୟଦେବ ଉନାଦକଟ୍‌ ଭାରତୀୟ ବୋଲିଂର ନେତୃତ୍ୱ ନେବେ। ଏହି ସିରିଜ୍‌ରେ ଭୁବନେଶ୍ୱର କୁମାର ଓ ଜସପ୍ରିତ ବୁମ୍ରାଙ୍କୁ ବିସିସିଆଇ ବିଶ୍ରାମ ଦେଇଛି।

ବାମହାତୀ ବୋଲର ଜୟଦେବ ପାଇଥିବା ଏହି ସୁଯୋଗକୁ ହାତଛଡା କରିବାକୁ ଚାହିଁବେ ନାହିଁ। କାରଣ ଜୟଦେବ ଆସନ୍ତାବର୍ଷ ହେବାକୁ ଥିବା T-20 ବିଶ୍ୱକପ୍‌ରେ ନିଜ ସ୍ଥାନ ପକ୍କା କରିବାକୁ ଚାହିଁବେ। ଆଇପିଏଲ୍‌-୧୧ରେ ରାଜସ୍ଥାନ ରୟାଲ୍ସ ଜୟଦେବଙ୍କୁ ସାଢେ ୧୧ କୋଟି ଟଙ୍କାରେ କିଣିଛି।

ଶ୍ରୀଲଙ୍କା, ବାଂଲାଦେଶ ଓ ଭାରତକୁ ନେଇ ଏହି ତ୍ରିକୋଣୀୟ ସିରିଜ୍‌ ଖେଳାଯିବ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ  ଆସନ୍ତା କାଲି ଅର୍ଥାତ ୬ ତାରିଖରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story