ଟି-୨୦ ବିଶ୍ୱକପ ଖେଳିବେ କି ଏବି ଡିଭିଲିୟର୍ସ, ପୂର୍ବତନ ଖେଳାଳି କହିଲେ ଏମିତି କଥା

ଜୋହାନ୍ସବର୍ଗ: ଆସନ୍ତା ଅକ୍ଟୋବର ମାସରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏଯାଏ କୌଣସି ବିଶ୍ୱକପ ଜିତି ପାରି ନଥିବା ଦକ୍ଷିଣ ଆଫ୍ରିକା ଏଥର ବିଶ୍ୱକପ ଜିତିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁ। ଏପରି କି ଅପ୍ରତ୍ୟାଶିତ ଭାବେ କ୍ରିକେଟରୁ ଅବସର ନେଇଥିବା ବିସ୍ଫୋରକ ଏବି ଡିଭିଲିୟର୍ସଙ୍କୁ ମଧ୍ୟ ଦଳ ବିଶ୍ୱକପ ସ୍କ୍ୱାଡରେ ସାମିଲ କରୁ ବୋଲି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଜଣ୍ଟି ରୋଡ୍ସ ପ୍ରସ୍ତାବ ଦେଇଛନ୍ତି। ୩୬ ବର୍ଷୀୟ ଡିଭିଲିୟର୍ସ ଦୀର୍ଘ ୨ ବର୍ଷ […]

f

f

Hemant Lenka
  • Published: Tuesday, 10 March 2020
  • Updated: 10 March 2020, 05:48 PM IST

Sports

Latest News

ଜୋହାନ୍ସବର୍ଗ: ଆସନ୍ତା ଅକ୍ଟୋବର ମାସରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏଯାଏ କୌଣସି ବିଶ୍ୱକପ ଜିତି ପାରି ନଥିବା ଦକ୍ଷିଣ ଆଫ୍ରିକା ଏଥର ବିଶ୍ୱକପ ଜିତିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁ। ଏପରି କି ଅପ୍ରତ୍ୟାଶିତ ଭାବେ କ୍ରିକେଟରୁ ଅବସର ନେଇଥିବା ବିସ୍ଫୋରକ ଏବି ଡିଭିଲିୟର୍ସଙ୍କୁ ମଧ୍ୟ ଦଳ ବିଶ୍ୱକପ ସ୍କ୍ୱାଡରେ ସାମିଲ କରୁ ବୋଲି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଜଣ୍ଟି ରୋଡ୍ସ ପ୍ରସ୍ତାବ ଦେଇଛନ୍ତି।

୩୬ ବର୍ଷୀୟ ଡିଭିଲିୟର୍ସ ଦୀର୍ଘ ୨ ବର୍ଷ ହେଲାଣି କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନାହାନ୍ତି। ସେ ୨୦୧୮ ମେ’ ମାସରେ ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ଏହାର ବର୍ଷକ ପରେ ଡିଭିଲିୟର୍ସ ପୁଣି ୫୦ ଓଭର ବିଶ୍ୱକପ ଖେଳିବାକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଥିଲା। ହେଲେ ଏବିଙ୍କ ଏହି ପ୍ରସ୍ତାବକୁ ଜାତୀୟ ଚୟନକର୍ତ୍ତାମାନେ ଅଗ୍ରାହ୍ୟ କରିଦେଇଥିଲେ।

ଏବେ ରୋଡ୍ସ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ “ମୁଁ ଏବି ଡିଭିଲିୟର୍ସଙ୍କ ଜଣେ ବଡ଼ ଫ୍ୟାନ। ଯଦି ଦକ୍ଷିଣ ଆଫ୍ରିକା ବିଶ୍ୱକପ ଜିତିବାକୁ ଚାହୁଁଛି, ତା’ହେଲେ ଦଳକୁ ସବୁ କିଛି କରିବାକୁ ପଡ଼ିବ।

ବିଶ୍ୱକପ ଜିତିବାକୁ ହେଲେ ଗୋଟିଏ ଦଳକୁ ତା’ର ଶ୍ରେଷ୍ଠ ଖେଳାଳିଙ୍କୁ ସ୍ଥାନ ଦେବାକୁ ପଡ଼ିବ। ତେଣୁ ମୁଁ ଭାବୁଛି ଏବି ଡିଭିଲିୟର୍ସଙ୍କୁ ତୁରନ୍ତ ଦଳରେ ସ୍ଥାନ ଦେବାକୁ ପଡ଼ିବ।

ସେ ଆଇପିଏଲ ଓ ବିଗ ବାଶରେ ଚମତ୍କାର ଖେଳୁଛନ୍ତି। ତାଙ୍କ ପାଖରେ ଆହୁରି କ୍ରିକେଟ ବାକି ଅଛି। ହେଲେ ଏଥିପାଇଁ ଜଣେ ଖେଳାଳିଙ୍କୁ ଆପଣ ଦଳରୁ ବାହାର କରିବାକୁ ପଡ଼ିବ। ଆପଣ ନିୟମ ଭାଙ୍ଗି ପାରିବେ ନାହିଁ। ତଥାପି ଡିଭିଲିୟର୍ସଙ୍କୁ ଏବେ ଠାରୁ ଟିମ୍‌ରେ ଫିଟ୍‌ କରି ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story