ସାମ୍ବାଦିକଙ୍କ ପ୍ରଶ୍ନର ଜବାବ ଦେଲେ ନାହିଁ ସର୍ଫରାଜ, ଦେଖନ୍ତୁ ଭିଡିଓ

ଲଣ୍ଡନ: ଆଇସିସି ବିଶ୍ୱକପରେ ଶୁକ୍ରବାର ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଜାରି ରହିଛି। ବାଂଲାଦେଶ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିସାରିଛି। ଏଭଳି ସ୍ଥିତିରେ ପାକିସ୍ତାନ ପାଖରେ ସେମିଫାଇନାଲ୍ ଯିବା ପାଇଁ ଏକ ଅସମ୍ଭବ ସୁଯୋଗ ଅଛି। କିନ୍ତୁ ସମସ୍ତେ ଜାଣି ସାରିଲେଣି ଯେ, ପାକିସ୍ତାନ ଏହି ମୁକାବିଲା ପୂର୍ବରୁ ହିଁ ସେମି ଦୌଡ଼ରୁ ବାଦ୍ ପଡ଼ିସାରିଛି। Question: Did Pakistan’s downfall start after the Champions Trophy win? Sarfaraz Ahmed: Next […]

sarfaraz

sarfaraz

Hemant Lenka
  • Published: Friday, 05 July 2019
  • Updated: 05 July 2019, 05:49 PM IST

Sports

Latest News

ଲଣ୍ଡନ: ଆଇସିସି ବିଶ୍ୱକପରେ ଶୁକ୍ରବାର ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଜାରି ରହିଛି। ବାଂଲାଦେଶ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିସାରିଛି। ଏଭଳି ସ୍ଥିତିରେ ପାକିସ୍ତାନ ପାଖରେ ସେମିଫାଇନାଲ୍ ଯିବା ପାଇଁ ଏକ ଅସମ୍ଭବ ସୁଯୋଗ ଅଛି। କିନ୍ତୁ ସମସ୍ତେ ଜାଣି ସାରିଲେଣି ଯେ, ପାକିସ୍ତାନ ଏହି ମୁକାବିଲା ପୂର୍ବରୁ ହିଁ ସେମି ଦୌଡ଼ରୁ ବାଦ୍ ପଡ଼ିସାରିଛି।

ବାଂଲାଦେଶ ବିପକ୍ଷ ମ୍ୟାଚ୍ ପୂର୍ବରୁ ପ୍ରେସ୍ କନଫରେନ୍ସ ବେଳେ ପାକିସ୍ତାନୀ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଜବାବ ଦେବାକୁ ସର୍ଫରାଜ ଅହମ୍ମଦ ଉଚିତ୍ ମଣିନଥିଲେ। ସାମ୍ବାଦିକ ଜଣକ ସର୍ଫରାଜଙ୍କୁ ପଚାରିଥିଲେ, ଆପଣଙ୍କ ନେତୃତ୍ୱରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଟାଇଟଲ୍ ଜିତିଛି।

ଏହା ପରେ ପାକିସ୍ତାନ ଏସିଆ କପରେ ବାଂଲାଦେଶଠାରୁ ହାରି ଫାଇନାଲରୁ ଆଉଟ୍ ହୋଇଥିଲା ଏବଂ ବିଶ୍ୱକପରେ ମଧ୍ୟ ଟିମର ପ୍ରଦର୍ଶନ ଖରାପ ରହିଛି। ୨୦୧୭ ଚାମ୍ପିଅନ୍ସ ଟ୍ରଫି ପରେ ଆମେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡଠାରୁ ହାରିଛୁ। କ'ଣ ପାକିସ୍ତାନର ପତନ (ଡାଉନଫଲ୍) ଚାମ୍ପିଅନ୍ସ ଟ୍ରଫି ପରେ ଆରମ୍ଭ ହୋଇଛି କି? ସର୍ଫରାଜ ଏହି ପ୍ରଶ୍ନର ଜବାବ ଦେବାକୁ ଉଚିତ୍ ମଣିନଥିଲେ ଏବଂ ପରବର୍ତ୍ତୀ ପ୍ରଶ୍ନ ପଚାରିବାକୁ କହିଥିଲେ। ପ୍ରଶ୍ନ ଶୁଣିବା ପରେ ସର୍ଫରାଜଙ୍କ ହୋଶ ଉଡିଯାଇଥିଲା।

ସୂଚନାଯୋଗ୍ୟ, ପାକିସ୍ତାନ ଟିମ୍ ଚାମ୍ପିଅନ୍ସ ଟ୍ରଫି ପରେ ୭ଟି ଦିନିକିଆ ସିରିଜ (ଦ୍ୱିପାକ୍ଷିକ ଓ ଏସିଆ କପ୍)ରେ ଭାଗ ନେଇଛି। ଯେଉଁଥିରୁ ଶ୍ରୀଲଙ୍କା ଓ ଜିମ୍ବାୱେ ବିପକ୍ଷରେ ହିଁ ସେମାନେ ବିଜୟୀ ହୋଇଛନ୍ତି। ଏହାବ୍ୟତୀତ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜ୍ ୧-୧ରେ ବରାବର ରହିଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନକୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story