ଅନ୍ତର୍ଜାତୀୟ ଜୁନିୟର ହକି ଟୁର୍ଣ୍ଣାମେଣ୍ଟରେ ଖେଳିବ ଭାରତ

ନୂଆଦିଲ୍ଲୀ: ଅକ୍ଟୋବର ୨୪ରୁ ସ୍ପେନ୍‌ରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଜୁନିୟର ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଭାଗ ନେବ। ଏହା ଅକ୍ଟୋବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଟିମ୍‌ରେ ହରଜିତ୍‌ ସିଂହ ଟିମ୍‌ର ଅଧିନାୟକ ଥିବା ବେଳେ ଦିପସାନ ତୀର୍କି ଉପଅଧିନାୟକ ଅଛନ୍ତି। ଭିକାଶ ଧାହିୟା ଏବଂ ସୁରଜ କରକେରା ଗୋଲକିପର ରହିଛନ୍ତି। ଡିଫେନ୍ସ ଲାଇନ୍‌ ଅପ୍‌ରେ ଦିପସାନଙ୍କ ସମେତ ବରୁଣ କୁମାର, ଗୁରିନ୍ଦର ସିଂହ, ହରମିନପ୍ରିତ ସିଂହ, ହାର୍ଦ୍ଦିକ ସିଂହ ଏବଂ ଆନନ୍ଦ […]

hockey-junior-team

hockey-junior-team

Rakesh Mallick
  • Published: Wednesday, 12 October 2016
  • Updated: 12 October 2016, 06:23 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ଟୋବର ୨୪ରୁ ସ୍ପେନ୍‌ରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଜୁନିୟର ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଭାଗ ନେବ। ଏହା ଅକ୍ଟୋବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ଟିମ୍‌ରେ ହରଜିତ୍‌ ସିଂହ ଟିମ୍‌ର ଅଧିନାୟକ ଥିବା ବେଳେ ଦିପସାନ ତୀର୍କି ଉପଅଧିନାୟକ ଅଛନ୍ତି। ଭିକାଶ ଧାହିୟା ଏବଂ ସୁରଜ କରକେରା ଗୋଲକିପର ରହିଛନ୍ତି।

ଡିଫେନ୍ସ ଲାଇନ୍‌ ଅପ୍‌ରେ ଦିପସାନଙ୍କ ସମେତ ବରୁଣ କୁମାର, ଗୁରିନ୍ଦର ସିଂହ, ହରମିନପ୍ରିତ ସିଂହ, ହାର୍ଦ୍ଦିକ ସିଂହ ଏବଂ ଆନନ୍ଦ ଲାର୍କା। ଅରମାନ ୱେରେସି, ମନପ୍ରିତ, ଗୁରଜାଣ୍ଟ ସିଂହ, ପ୍ରଭିନ୍ଦ୍ର ସିଂହ, ଅଜୟ ଯାଦବ, ସମରଜିତ ସିଂହ ଏବଂ ଅଜିତ କୁମାର ପାଣ୍ଡେଙ୍କୁ ନେଇ ଫରୱାର୍ଡ ଲାଇନ୍‌ ଅପ୍‌ ପ୍ରସ୍ତୁତ କରାଯାଇଛି।

ମିଡ୍‌ଫିଲ୍ଡ ସମ୍ଭାଳିବେ ଅଧିନାୟକ ହରଜିତଙ୍କ ସମେତ ନୀଳକଣ୍ଠ ଶର୍ମା, ଶାନ୍ତ ସିଂହ, ସୁମିତ ଏବଂ ସମଶେର ସିଂହ।

ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ଜର୍ମାନୀ, ବେଲଜିୟମ ଓ ସ୍ପେନ ଅଂଶଗ୍ରହଣ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story