ଜୁନିୟର ହକି ବିଶ୍ୱକପ୍‌ ଜିତି ଇତିହାସ ରଚିଲା ଭାରତ

ଲକ୍ଷ୍ନୌ: ଆଜି ଖେଳାଯାଇଥିବା ଜୁନିୟର ବିଶ୍ୱକପ୍‌ ହକି ଫାଇନାଲ ମ୍ୟାଚ୍‌ ଜିତି ଭାରତ ଚାମ୍ପିୟନ ହୋଇଛି। ଏହି ବିଜୟ ସହ ଭାରତ ଦ୍ୱିତୀୟ ଦେଶ ଭାବେ ଦ୍ୱିତୀୟ ଥର ଏହି ଟାଇଟଲ ଜିତି ଇତିହାସ ରଚିଛି। ଆଜି ଫାଲନାଲରେ ଭାରତ ବେଲଜିୟମକୁ ୨-୧ରେ ପରାସ୍ତ କରି ଏହି ଟାଇଟଲ ହାସଲ କରିଛି। ନିଜ ନିଜ ଗ୍ରୁପ୍‌ରେ ବିନା କୌଣସି ମ୍ୟାଚ୍‌ ହାରି ଫାଇନାଲକୁ ଆସିଥିବା ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା […]

junior-hockey-world-cup

junior-hockey-world-cup

Rakesh Mallick
  • Published: Sunday, 18 December 2016
  • Updated: 18 December 2016, 09:36 PM IST

ଲକ୍ଷ୍ନୌ: ଆଜି ଖେଳାଯାଇଥିବା ଜୁନିୟର ବିଶ୍ୱକପ୍‌ ହକି ଫାଇନାଲ ମ୍ୟାଚ୍‌ ଜିତି ଭାରତ ଚାମ୍ପିୟନ ହୋଇଛି। ଏହି ବିଜୟ ସହ ଭାରତ ଦ୍ୱିତୀୟ ଦେଶ ଭାବେ ଦ୍ୱିତୀୟ ଥର ଏହି ଟାଇଟଲ ଜିତି ଇତିହାସ ରଚିଛି। ଆଜି ଫାଲନାଲରେ ଭାରତ ବେଲଜିୟମକୁ ୨-୧ରେ ପରାସ୍ତ କରି ଏହି ଟାଇଟଲ ହାସଲ କରିଛି।

ନିଜ ନିଜ ଗ୍ରୁପ୍‌ରେ ବିନା କୌଣସି ମ୍ୟାଚ୍‌ ହାରି ଫାଇନାଲକୁ ଆସିଥିବା ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଘରୋଇ ପରିବେଶରେ ଖେଳୁଥିବା ଭାରତୀୟ ଖେଳାଳିଙ୍କୁ ରୋକିବାକୁ ବେଲଜିୟମ ସକ୍ଷମ ହୋଇ ନ ଥିଲା।

ମ୍ୟାଚ୍‌ ଆରମ୍ଭର ୮ ମିନିଟ୍‌ରେ ଗୁରଜନ୍ତ ସିଂହ ଏକ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ସିମରନ୍‌ଜିତ୍‌ ସିଂହ ଆଉ ଏକ ଗୋଲ ଦେଇ ୨-୦ର ଅଗ୍ରଣୀ କରାଇଥିଲେ। ମ୍ୟାଚ୍‌ ଶେଷ ହେବାର କିଛି ସମୟ ପୂର୍ବରୁ ବେଲଜିୟମ ଖେଳାଳି ଏକ ଗୋଲ ଦେଇ ସ୍ଥିତି ୨-୧କୁ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story