ରିଓ ଅଲିମ୍ପିକ୍‌: ପ୍ରି-କ୍ୱାର୍ଟରରେ ଶ୍ରୀକାନ୍ଥ

ରିଓ ଡି ଜେନେରିଓ:ବ୍ୟାଡ୍‌ମିଣ୍ଟନ ପୁରୁଷ ବର୍ଗ ପ୍ରି-କ୍ୱାର୍ଟରକୁ ଯାଇଛନ୍ତି ଭାରତର କେ ଶ୍ରକାନ୍ଥ। ସେ ଆଜି ସ୍ୱିଡେନ୍‌ର ହେନରୀ ହୁର୍ସକାଇନେନ୍‌ଙ୍କୁ ୨୧-୬,୨୧-୧୮ରେ ପରାସ୍ତ କରିଛନ୍ତି ଶ୍ରୀକାନ୍ଥ।

ସେ ପୂର୍ବରୁ ମେକ୍ସିକୋର ଲିନୋ ମୁନୋଜଙ୍କୁ ୨-୦ରେ ହରାଇଥିଲେ।