ସର୍ବଭାରତୀୟ ଏ-ଗ୍ରେଡ୍‌ କବାଡ଼ି ଚାମ୍ପିଅନ୍‌ସିପ୍‌ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ କବାଡ଼ି ଏକାଡ଼େମୀ ପକ୍ଷରୁ ପଟିଆ ଆର୍‌ଟିଓ ପଡ଼ିଆରେ ସର୍ବଭାରତୀୟ ଏ-ଗ୍ରେଡ୍‌ କବାଡ଼ି ଚାମ୍ପିଅନ୍‌ସିପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ୮ଟି ଦଳ ଭାଗ ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବିଶ୍ୱ ଚାମ୍ପିୟନ୍ କବାଡ଼ି ଦଳର ୫ ଜଣ ଖେଳାଳି ଅଛନ୍ତି। ପ୍ରୋ-କବାଡ଼ି ତାରକାମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ଦଳକୁ ୨ ଲକ୍ଷ, ରନର୍ସଅପ୍‌ ଦଳକୁ ଏକ ଲକ୍ଷ, ତୃତୀୟ […]

kabade-sports

kabade-sports

Rakesh Mallick
  • Published: Tuesday, 27 December 2016
  • Updated: 27 December 2016, 08:52 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ କବାଡ଼ି ଏକାଡ଼େମୀ ପକ୍ଷରୁ ପଟିଆ ଆର୍‌ଟିଓ ପଡ଼ିଆରେ ସର୍ବଭାରତୀୟ ଏ-ଗ୍ରେଡ୍‌ କବାଡ଼ି ଚାମ୍ପିଅନ୍‌ସିପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ୮ଟି ଦଳ ଭାଗ ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବିଶ୍ୱ ଚାମ୍ପିୟନ୍ କବାଡ଼ି ଦଳର ୫ ଜଣ ଖେଳାଳି ଅଛନ୍ତି। ପ୍ରୋ-କବାଡ଼ି ତାରକାମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ଦଳକୁ ୨ ଲକ୍ଷ, ରନର୍ସଅପ୍‌ ଦଳକୁ ଏକ ଲକ୍ଷ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୫୦,୦୦୦ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos