୨୦୧୬- କବାଡ଼ି ୱାର୍ଲ୍ଡ କପ୍‌ ଆରମ୍ଭ

ଅହମ୍ମଦାବାଦ: ଆଜି ଆନୁଷ୍ଠାନିକ ଭାବେ ୨୦୧୬-କବାଡ଼ି ୱାର୍ଲ୍ଡ କପ୍‌ ଆରମ୍ଭ ହୋଉଛି। ଏଥିରେ ଭାଗ ନେଉଥିବା ୧୨ଟି ଟିମ୍‌ର ଅଧିନାୟକଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇବ। ଆୟୋଜକ ଭାରତ ସମେତ ୟୁଏସ୍‌, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଇରାନ, ପୋଲାଣ୍ଡ, ଥାଇଲ୍ୟାଣ୍ଡ, ବାଂଲାଦେଶ, ଦକ୍ଷିଣ କୋରିଆ, ଜାପାନ, ଆର୍ଜେଣ୍ଟିନା ଏବଂ କେନିଆ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସୀମାରେ ଦେଖା ଦେଇଥିବା ଉତ୍ତେଜନା କାରଣରୁ ପାକିସ୍ତାନ ଟୁର୍ଣ୍ଣାମେଣ୍ଟକୁ ବର୍ଜନ କରିଛି। ଆଜି ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଭାରତ ଦକ୍ଷିଣ କୋରିଆକୁ ଏବଂ […]

kabadi

kabadi

Rakesh Mallick
  • Published: Thursday, 06 October 2016
  • Updated: 06 October 2016, 11:19 PM IST

Sports

Latest News

ଅହମ୍ମଦାବାଦ: ଆଜି ଆନୁଷ୍ଠାନିକ ଭାବେ ୨୦୧୬-କବାଡ଼ି ୱାର୍ଲ୍ଡ କପ୍‌ ଆରମ୍ଭ ହୋଉଛି। ଏଥିରେ ଭାଗ ନେଉଥିବା ୧୨ଟି ଟିମ୍‌ର ଅଧିନାୟକଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇବ। ଆୟୋଜକ ଭାରତ ସମେତ ୟୁଏସ୍‌, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଇରାନ, ପୋଲାଣ୍ଡ, ଥାଇଲ୍ୟାଣ୍ଡ, ବାଂଲାଦେଶ, ଦକ୍ଷିଣ କୋରିଆ, ଜାପାନ, ଆର୍ଜେଣ୍ଟିନା ଏବଂ କେନିଆ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସୀମାରେ ଦେଖା ଦେଇଥିବା ଉତ୍ତେଜନା କାରଣରୁ ପାକିସ୍ତାନ ଟୁର୍ଣ୍ଣାମେଣ୍ଟକୁ ବର୍ଜନ କରିଛି।

ଆଜି ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଭାରତ ଦକ୍ଷିଣ କୋରିଆକୁ ଏବଂ ପ୍ରଥମ କରି ୱାର୍ଲ୍ଡକପ୍‌ ଖେଳୁଥିବା ୟୁଏସ୍‌କୁ ଇରାନକୁ ଭେଟିବ। ୧୨ଟି ଟିମ୍‌କୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଟ ଦୁଇ ଦଳ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story