କୈଫ୍‌ଙ୍କ ପସନ୍ଦର ଭାରତୀୟ ଟିମ୍‌: ଜାଣନ୍ତୁ ଟିମ୍‌ ଇଲେଭେନ୍‌ରେ ଅଛନ୍ତି କେଉଁ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର୍‌ ମହମ୍ମଦ କୈଫ୍‌ ତାଙ୍କ କ୍ୟାରିୟରରେ ଅନେକ ଥର ଆକର୍ଷଣୀୟ ପ୍ରଦର୍ଶନ କରି ଦଳକୁ ଜିତାଇଛନ୍ତି। ସେ କେବଳ ଜଣେ ଭଲ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍‌ ନଥିଲେ ସେ ଜଣେ ଭଲ ଫିଲ୍ଡର୍‌ ମଧ୍ୟ ଥିଲେ। ନିକଟରେ ସେ ଟ୍ୱିଟର୍‌ ମାଧ୍ୟମରେ ତାଙ୍କ ନିଜ ପସନ୍ଦର ଭାରତୀୟ ଟିମ୍‌ରେ କିଏ ରହିବେ ତାହା ଘୋଷଣା କରିଛନ୍ତି। ସେ ୧୧ଜଣ ଖେଳାଳିଙ୍କ ନାଁ ପ୍ରକାଶ କରିଛନ୍ତି, ତାଙ୍କ ମତରେ ଟିମ୍‌ ଇଲେଭେନ୍‌ରେ ଏହି […]

e724bc726403858d91e7d42afd6e0cb8

e724bc726403858d91e7d42afd6e0cb8

Rakesh Mallick
  • Published: Saturday, 03 March 2018
  • Updated: 03 March 2018, 09:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର୍‌ ମହମ୍ମଦ କୈଫ୍‌ ତାଙ୍କ କ୍ୟାରିୟରରେ ଅନେକ ଥର ଆକର୍ଷଣୀୟ ପ୍ରଦର୍ଶନ କରି ଦଳକୁ ଜିତାଇଛନ୍ତି। ସେ କେବଳ ଜଣେ ଭଲ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍‌ ନଥିଲେ ସେ ଜଣେ ଭଲ ଫିଲ୍ଡର୍‌ ମଧ୍ୟ ଥିଲେ। ନିକଟରେ ସେ ଟ୍ୱିଟର୍‌ ମାଧ୍ୟମରେ ତାଙ୍କ ନିଜ ପସନ୍ଦର ଭାରତୀୟ ଟିମ୍‌ରେ କିଏ ରହିବେ ତାହା ଘୋଷଣା କରିଛନ୍ତି। ସେ ୧୧ଜଣ ଖେଳାଳିଙ୍କ ନାଁ ପ୍ରକାଶ କରିଛନ୍ତି, ତାଙ୍କ ମତରେ ଟିମ୍‌ ଇଲେଭେନ୍‌ରେ ଏହି ଖେଳାଳିମାନେ ରହିବେ ବୋଲି କହିଛନ୍ତି।

କୈଫ୍‌ଙ୍କ ଅଲ ଟାଇମ୍‌ ଫେବ୍‌ରାଇଟ୍‌ ଭାରତୀୟ ଟିମ୍‌ରେ, ୬ଜଣ ବ୍ୟାଟ୍ସମ୍ୟାନ୍‌, ଜଣେ ଅଲରାଉଣ୍ଡର୍‌ ଓ ୪ଜଣ ବୋଲର୍ସ ସାମିଲ ଅଛନ୍ତି। ଏହି ଟିମ୍‌ରେ ଓପ୍‌ନିଂ ଯୋଡ଼ି ଭାବେ ସଚିନ ଓ ସେହୱାଗ୍‌ଙ୍କୁ ସ୍ଥାନ ଦେଇଛନ୍ତି କୈଫ୍‌। ଏହି ଟିମ୍‌ରେ ବର୍ତ୍ତମାନର ଦୁଇ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଏହି ଦୁଇଜଣ ହେଲେ ବିରାଟ ଓ ଧୋନୀ। ସେହିପରି ଜଣେ ଅଲରାଉଣ୍ଡର୍‌ଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ସେ ଆଉ କେହି ନୁହଁନ୍ତି ସେ ହେଲେ ଭାରତକୁ ପ୍ରଥମ ବିଶ୍ୱକପ ଜତାଇଥିବା କପିଲ ଦେବ।

କୈଫ୍‌ଙ୍କ ଅଲ୍‌ଟାଇମ୍‌ ଫେବ୍‌ରାଇଟ୍‌ ଭାରତୀୟ ଦିନିକିଆ ଟିମ୍‌- ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହୱାଗ, ସୌରଭ ଗାଙ୍ଗୁଲି, ବିରାଟ କୋହଲି, ଯୁବରାଜ ସଂ, ଏମ୍‌ଏସ୍‌ ଧୋନୀ, କପିଲ ଦେବ, ହରଭଜନ ସିଂ, ଜାହିର ଖାନ, ଅନିଲ କୁମ୍ବଲେ, ଜବଗଲ ଶ୍ରୀନାଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story