ଭୁବନେଶ୍ୱରରେ ସବ୍ ଜୁନିୟର ତୀରନ୍ଦାଜୀ ପ୍ରତିଯୋଗିତା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଜାତୀୟ ସବ ଜୁନିୟର ତୀରନ୍ଦାଜୀ ପ୍ରତିଯୋଗିତା । ଏଥିରେ ଦେଶର ୨୮ଟି ୟୁନିଟ୍‌ରୁ ୫ଶହରୁ ଅଧିକ ପ୍ରତିଯୋଗୀ ,କୋଚ ଏବଂ ମ୍ୟାନେଜର ଭାଗନେଇଛନ୍ତି । ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ । ୨୦୦୩ରେ ଶେଷ ଥର ପାଇଁ ଓଡିଶାରେ ଜାତୀୟ ସବ ଜୁନିୟର ତିରନ୍ଦାଜୀ ପ୍ରତିଯୋଗିତା ହୋଇଥିଲା ଯେଉଁଥିରେ ଓଡିଶା ଚାମ୍ପିୟନ ହୋଇଥିଲା । ଏଥିର ମଧ୍ୟ ଓଡିଶା ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି […]

archery-odisha

archery-odisha

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 08:09 PM IST

Sports

Latest News

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଜାତୀୟ ସବ ଜୁନିୟର ତୀରନ୍ଦାଜୀ ପ୍ରତିଯୋଗିତା । ଏଥିରେ ଦେଶର ୨୮ଟି ୟୁନିଟ୍‌ରୁ ୫ଶହରୁ ଅଧିକ ପ୍ରତିଯୋଗୀ ,କୋଚ ଏବଂ ମ୍ୟାନେଜର ଭାଗନେଇଛନ୍ତି । ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ । ୨୦୦୩ରେ ଶେଷ ଥର ପାଇଁ ଓଡିଶାରେ ଜାତୀୟ ସବ ଜୁନିୟର ତିରନ୍ଦାଜୀ ପ୍ରତିଯୋଗିତା ହୋଇଥିଲା ଯେଉଁଥିରେ ଓଡିଶା ଚାମ୍ପିୟନ ହୋଇଥିଲା । ଏଥିର ମଧ୍ୟ ଓଡିଶା ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି । ଓଡିଶା ଆର୍ଚେରୀ ଆସୋସିଏସନ ଏବଂ ରାଜ୍ୟ ସରକାରଙ୍କ କ୍ରିଡା ବିଭାଗର ମିଳିତ ଆନୂକୁଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story