ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କଳିଙ୍ଗ ଷ୍ଟାଡ଼ିୟମ ହକି କଂପ୍ଲେକ୍ସର ନିର୍ମାଣ କାମ: ବଦଳିଯିବ ରୂପରେଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ ହକି ପାଇଁ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପଲେକ୍ସର କାମ ଜୋରସୋରରେ ଆଗେଇ ଚାଲିଛି। ନବୀକରଣ ପରେ ୮ହଜାର ଦର୍ଶକ କ୍ଷମତା ଥିବା ଏହି ଷ୍ଟାଡିୟମରେ ପ୍ରାୟ ୧୫ ହଜାର ଦର୍ଶକ ମ୍ୟାଚର ମଜା ନେଇ ପାରିବେ। ଦର୍ଶକମାନଙ୍କ ଭିଡକୁ ନଜରରେ ରଖି ଏବେଠାରୁ ଷ୍ଟାଡିୟମ ଚାରିପାଖରେ ଥିବା ସବୁ ରାସ୍ତାକୁ ପ୍ରଶସ୍ତ କରାଯାଉଛି। ବିଶ୍ୱକପ ହକି ପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ କାମ। ଷ୍ଟାଡ଼ିୟମ ନିର୍ମାଣ କାମ ଶେଷ […]

kalinga-stadium

kalinga-stadium

Rakesh Mallick
  • Published: Tuesday, 19 June 2018
  • Updated: 19 June 2018, 10:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ ହକି ପାଇଁ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପଲେକ୍ସର କାମ ଜୋରସୋରରେ ଆଗେଇ ଚାଲିଛି। ନବୀକରଣ ପରେ ୮ହଜାର ଦର୍ଶକ କ୍ଷମତା ଥିବା ଏହି ଷ୍ଟାଡିୟମରେ ପ୍ରାୟ ୧୫ ହଜାର ଦର୍ଶକ ମ୍ୟାଚର ମଜା ନେଇ ପାରିବେ। ଦର୍ଶକମାନଙ୍କ ଭିଡକୁ ନଜରରେ ରଖି ଏବେଠାରୁ ଷ୍ଟାଡିୟମ ଚାରିପାଖରେ ଥିବା ସବୁ ରାସ୍ତାକୁ ପ୍ରଶସ୍ତ କରାଯାଉଛି।

ବିଶ୍ୱକପ ହକି ପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ କାମ। ଷ୍ଟାଡ଼ିୟମ ନିର୍ମାଣ କାମ ଶେଷ ହେଲେ ଷ୍ଟାଡ଼ିୟମର ରୂପରେଖ ବଦଳିଯିବ, ଝଲସି ଉଠିବ ଷ୍ଟାଡ଼ିୟମ। ରାତିରେ ଫ୍ଲଡ ଲାଇଟ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକରେ ଷ୍ଟାଡ଼ିୟମ ବେଶ୍‌ ସୁନ୍ଦର ଦେଖାଯିବ।

ପୂର୍ବରୁ କେବଳ ପୂର୍ବ ଏବଂ ପଶ୍ଚିମ ଗ୍ୟାଲେରୀ ରହିଥିଲା, କିନ୍ତୁ ବିଶ୍ୱକପ ପାଇଁ ଉତ୍ତର ଓ ଦକ୍ଷିଣ ଗ୍ୟାଲେରୀ ପ୍ରସ୍ତୁତ ହେଉଛି। ୮ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଗ୍ୟାଲେରୀ ୧୫ ହଜାରରେ ପହଞ୍ଚିବ। ଷ୍ଟାଡ଼ିୟମ ଚାରିପଟେ ସୁନ୍ଦର ଭାବେ ସାଜ ସଜା ସାଙ୍ଗକୁ ସମସ୍ତ ରାସ୍ତାକୁ ପ୍ରଶସ୍ତ କରାଯିବ। ଖାଲି ସେତିକି ନୁହେଁ, ଷ୍ଟାଡ଼ିୟମ ଚାରିପଟରେ କେବୁଲକୁ  ଅଣ୍ଡରଗ୍ରାଉଣ୍ଡ କରାଯିବ। ଷ୍ଟାଡ଼ିୟମ ଭିତରେ ଏକାଥରେ ୮ଟି ଦଳ ପାଇଁ ଡ୍ରେସିଂ ରୁମର ବ୍ୟବସ୍ଥା ରହିଛି। ଡାଇନିଂ ହଲ, କନଫ୍ରେନସ ହଲ, ମିଡିଆ ଟ୍ରିବ୍ୟୁନ ସାଙ୍ଗକୁ  ବ୍ରଡକାଷ୍ଟର ରୁମର ବ୍ୟବସ୍ଥା ରହିବ। ଏଥି ସହିତ ପରମାନେଣ୍ଟ ଭାବେ ସିସି ଟିଭିର ବ୍ୟବସ୍ଥା ମଧ୍ୟ କରାଯିବ। ନଭେମ୍ବର ୨୮ରୁ ବିଶ୍ୱକପ ହକି ଆରମ୍ଭ ହେବ। ଅଗଷ୍ଟ ଓ ସେପଟେମ୍ବର ମାସ ସୁଦ୍ଧା ସମସ୍ତ କାମ ଶେଷ ହୋଇଯିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story