କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହେଉଛି ୪ଟି ସିନ୍ଥେଟିକ୍ସ ଟେନିସ୍‌ କୋର୍ଟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆନ୍ତର୍ଜାତିକ ସ୍ତରର ୪ଟି ସିନ୍ଥେଟିକ୍ସ ଟେନିସ୍‌ କୋର୍ଟର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହାସହ ଆଥଲେଟଙ୍କ ପାଇଁ ଆଥଲେଟିକ୍ସ ଟ୍ରାକ୍‌ର ମଧ୍ୟ ପୁନଃରୁଦ୍ଧାର କରାଯାଉଛି। ଏଥିପାଇଁ ୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଟେନିସ୍‌ କୋର୍ଟ ନିର୍ମାଣ କାମ ଏଡି୯ ସିନ୍ଥେଟିକ୍ସ ସ୍ପୋର୍ଟ୍ସ କମ୍ପାନୀ କରୁଛି। ସେହିପରି ଦିଲ୍ଲୀର ଏକ କମ୍ପାନୀ ଆଥଲେଟିକ୍ସ ଟ୍ରାକ ନିର୍ମାଣ କରୁଛି। ପିଡବ୍ଲ୍ୟୁଡିର ବିଭାଗୀୟ ଅଧିକାରୀମାନେ ଏହାର ତଦାରଖ କରୁଛନ୍ତି। ଏପ୍ରିଲ ସୁଦ୍ଧା ଏହି ନିର୍ମାଣ […]

kalinga-stadium

kalinga-stadium

Rakesh Mallick
  • Published: Thursday, 23 February 2017
  • Updated: 23 February 2017, 06:22 PM IST

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆନ୍ତର୍ଜାତିକ ସ୍ତରର ୪ଟି ସିନ୍ଥେଟିକ୍ସ ଟେନିସ୍‌ କୋର୍ଟର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହାସହ ଆଥଲେଟଙ୍କ ପାଇଁ ଆଥଲେଟିକ୍ସ ଟ୍ରାକ୍‌ର ମଧ୍ୟ ପୁନଃରୁଦ୍ଧାର କରାଯାଉଛି। ଏଥିପାଇଁ ୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଟେନିସ୍‌ କୋର୍ଟ ନିର୍ମାଣ କାମ ଏଡି୯ ସିନ୍ଥେଟିକ୍ସ ସ୍ପୋର୍ଟ୍ସ କମ୍ପାନୀ କରୁଛି। ସେହିପରି ଦିଲ୍ଲୀର ଏକ କମ୍ପାନୀ ଆଥଲେଟିକ୍ସ ଟ୍ରାକ ନିର୍ମାଣ କରୁଛି। ପିଡବ୍ଲ୍ୟୁଡିର ବିଭାଗୀୟ ଅଧିକାରୀମାନେ ଏହାର ତଦାରଖ କରୁଛନ୍ତି। ଏପ୍ରିଲ ସୁଦ୍ଧା ଏହି ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସିନ୍ଥେଟିକ୍ସ କୋର୍ଟ ନିର୍ମାଣ ହେବା ପରେ ଏଠାରେ ଆଇଟିଏଫ୍‌ ଓ ଆଇଟା ଟେନିସ୍‌ ଟୁର୍ଣ୍ଣାମେଣ୍ଟ ଖେଳା ଯାଇପାରିବ। ଏହାଦ୍ୱାରା ଟେନିସ୍‌କୁ କ୍ୟାରିୟର କରୁଥିବା ରାଜ୍ୟର ଖେଳାଳିମାନଙ୍କ ପ୍ରଦର୍ଶନ ଭଲ ହୋଇ ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story