କାଲିସଙ୍କୁ ଦକ୍ଷିଣ ଆଫ୍ରିକା ଟିମ୍‌ରେ ନୂଆ ଦାୟିତ୍ୱ

ଡର୍ବାନ: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍ ତଥା ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଜ୍ୟାକ୍ କାଲିସଙ୍କୁ ଏବେ ନୂଆ ଦାୟିତ୍ୱ ମିଳିଛି। ତାଙ୍କୁ ଦକ୍ଷିଣ ଆଫ୍ରିକାର ଟିମର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ନୂଆ ନିଯୁକ୍ତି ପାଇବା କ୍ଷଣି କାଲିସ ପ୍ରେଟୋରିଆ ଠାରେ ଆଜିଠାରୁ ଦଳ ଆରମ୍ଭ କରିଥିବା ଅଭ୍ୟାସ କ୍ୟାମ୍ପରେ ଯୋଗ ଦେଇଛନ୍ତି। କାଲିସ ଦକ୍ଷିଣ ଆଫ୍ରିକା ପାଇଁ ୫୧୯ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୫,୫୩୪ ରନ କରିଥିଲେ। ସେ ୫୭୭ଟି ୱିକେଟ ମଧ୍ୟ […]

sw

sw

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 04:37 PM IST

Sports

Latest News

ଡର୍ବାନ: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍ ତଥା ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଜ୍ୟାକ୍ କାଲିସଙ୍କୁ ଏବେ ନୂଆ ଦାୟିତ୍ୱ ମିଳିଛି। ତାଙ୍କୁ ଦକ୍ଷିଣ ଆଫ୍ରିକାର ଟିମର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ନୂଆ ନିଯୁକ୍ତି ପାଇବା କ୍ଷଣି କାଲିସ ପ୍ରେଟୋରିଆ ଠାରେ ଆଜିଠାରୁ ଦଳ ଆରମ୍ଭ କରିଥିବା ଅଭ୍ୟାସ କ୍ୟାମ୍ପରେ ଯୋଗ ଦେଇଛନ୍ତି।

କାଲିସ ଦକ୍ଷିଣ ଆଫ୍ରିକା ପାଇଁ ୫୧୯ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୫,୫୩୪ ରନ କରିଥିଲେ। ସେ ୫୭୭ଟି ୱିକେଟ ମଧ୍ୟ ଦଖଲ କରିଛନ୍ତି। ୫୧୯ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ କାଲିସ ୧୬୬ଟି ଟେଷ୍ଟ, ୩୨୮ଟି ଦିନିକିଆ ଓ ୨୫ଟି ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପ୍ରତିନିଧିତ୍ୱ କରିଛନ୍ତି। ୨୦୧୪ରେ କାଲିସ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ।

ଏହାପୂର୍ବରୁ ମାର୍କ ବାଉଚରଙ୍କୁ ଦକ୍ଷିଣ ଆଫ୍ରିକା ଟିମର ମୁଖ୍ୟ କୋଚ ଭାବେ ନିଯୁକ୍ତି ମିଳିଥିଲା। ଏବେ କାଲିସ ଓ ବାଉଚର ଯୋଡ଼ି ଦକ୍ଷିଣ ଆଫ୍ରିକା ଟିମ୍‌କୁ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story