ଆଇଓଏର ଆଜୀବନ ସଭାପତି ଭାବେ କାଲମାଡ଼ି ଓ ଚୌଟାଲାଙ୍କ ନିଯୁକ୍ତି ରଦ୍ଦ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ଆଜୀବନ ସଭାପତି ଭାବେ ସୁରେଶ କାଲମାଡ଼ି ଓ ଅଭୟ ଚୌଟାଲାଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଛି। ଆଜି ଆଇଓଏ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଇଓଏ ସଭାପତି ଏନ୍‌. ରାମଚନ୍ଦ୍ରନ କହିଛନ୍ତି,“ଅଭୟ ଚୌଟାଲା ଓ ସୁରେଶ କାଲମାଡ଼ିଙ୍କୁ ଆଜୀବନ ସଭାପତି କରିବା ପାଇଁ ଚେନ୍ନାଇରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ କୌଣସି ପ୍ରସ୍ତାବ ପାରିତ ହୋଇନାହିଁ। ଚୌଟାଲା ହେଉଛନ୍ତି ଇଣ୍ଡିଆନ୍ ଆମେଚର ବକ୍ସିଂ ଫେଡେରେସନ୍‌ (ଆଇଏବିଏଫ୍‌)ର ପୂର୍ବତନ ମୁଖ୍ୟ। ଆଇଓଏର ସଭାପତି […]

suresh

suresh

Rakesh Mallick
  • Published: Tuesday, 10 January 2017
  • Updated: 10 January 2017, 10:40 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ଆଜୀବନ ସଭାପତି ଭାବେ ସୁରେଶ କାଲମାଡ଼ି ଓ ଅଭୟ ଚୌଟାଲାଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଛି। ଆଜି ଆଇଓଏ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଇଓଏ ସଭାପତି ଏନ୍‌. ରାମଚନ୍ଦ୍ରନ କହିଛନ୍ତି,“ଅଭୟ ଚୌଟାଲା ଓ ସୁରେଶ କାଲମାଡ଼ିଙ୍କୁ ଆଜୀବନ ସଭାପତି କରିବା ପାଇଁ ଚେନ୍ନାଇରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ କୌଣସି ପ୍ରସ୍ତାବ ପାରିତ ହୋଇନାହିଁ।

ଚୌଟାଲା ହେଉଛନ୍ତି ଇଣ୍ଡିଆନ୍ ଆମେଚର ବକ୍ସିଂ ଫେଡେରେସନ୍‌ (ଆଇଏବିଏଫ୍‌)ର ପୂର୍ବତନ ମୁଖ୍ୟ। ଆଇଓଏର ସଭାପତି ଭାବେ ତାଙ୍କର କାର୍ଯ୍ୟକାଳ ବିବାଦୀୟ ଥିଲା। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମଧ୍ୟ ଆସିଥିଲା।

କାଲମାଡ଼ି ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପରିଚାଳନା କରିଥିଲେ। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା ଓ ସେ ଜେଲ୍ ବି ଯାଇଥିଲେ। ସେ ୧୫ ବର୍ଷ ଧରି ଆଇଓଏର ସଭାପତି ଥିଲେ।

ଗତ ଡିସେମ୍ବର ୨୭ ତାରିଖରେ ଚେନ୍ନାଇରେ ଅନୁଷ୍ଠିତ ଆଇଓଏର ବାର୍ଷିକ ସାଧାରଣ ବୈଠକରେ କାଲମାଡି ଓ ଚୌଟାଲାଙ୍କୁ ଆଜୀବନ ସଭାପତି ଭାବେ ସମ୍ମାନିତ ପଦବୀରେ ନିଯୁକ୍ତି ଦିଆଯାଇଥିବା ଖବର ଆସିବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଏହାର କଡ଼ା ସମାଲୋଚନା କରିଥିଲେ। ଏହାଛଡ଼ା ଖେଳ ସହିତ ବିଭିନ୍ନ ବର୍ଗରୁ ଏହାକୁ ନାପସନ୍ଦ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story