ଟେଷ୍ଟ ରାଙ୍କିଙ୍ଗ: ବିରାଟଙ୍କ ତଳକୁ ଖସିଲେ ୱିଲିୟମସନ, ଟପ୍‌ ୧୦ରେ ରାହଣେ

ଦୁବାଇ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଡବଲ ଟନ୍‌ ହାସଲ କରି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସହ ରାଙ୍କିଙ୍ଗରେ ସମକକ୍ଷ ହୋଇଥିବା କେନ୍‌ ୱିଲିୟମସନ ଏବେ ତଳକୁ ଖସି ଯାଇଛନ୍ତି। ଆଜି ଆଇସିସି ଜାରି କରିଥିବା ନୂଆ ଟେଷ୍ଟ ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ୱିଲିୟମସନ ପୁଣିଥରେ ୩ନଂକୁ ଚାଲି ଆସିଛନ୍ତି। ତାଙ୍କ ଉପରେ ଅର୍ଥାତ ଦୁଇ ନମ୍ବର ସ୍ଥାନରେ ବିରାଟ କୋହଲି ରହିଛନ୍ତି। ଇଣ୍ଡିଜ ବିପକ୍ଷରେ ଜବରଦସ୍ତ ଫର୍ମରେ ଥିବା ୱିଲିୟମସନ ଦ୍ୱିତୀୟ ଟେଷ୍ଟ ଖେଳି ନଥିଲେ। ତାଙ୍କ […]

rs

rs

Hemant Lenka
  • Published: Tuesday, 15 December 2020
  • Updated: 15 December 2020, 05:18 PM IST

ଦୁବାଇ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଡବଲ ଟନ୍‌ ହାସଲ କରି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସହ ରାଙ୍କିଙ୍ଗରେ ସମକକ୍ଷ ହୋଇଥିବା କେନ୍‌ ୱିଲିୟମସନ ଏବେ ତଳକୁ ଖସି ଯାଇଛନ୍ତି। ଆଜି ଆଇସିସି ଜାରି କରିଥିବା ନୂଆ ଟେଷ୍ଟ ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ୱିଲିୟମସନ ପୁଣିଥରେ ୩ନଂକୁ ଚାଲି ଆସିଛନ୍ତି। ତାଙ୍କ ଉପରେ ଅର୍ଥାତ ଦୁଇ ନମ୍ବର ସ୍ଥାନରେ ବିରାଟ କୋହଲି ରହିଛନ୍ତି।

ଇଣ୍ଡିଜ ବିପକ୍ଷରେ ଜବରଦସ୍ତ ଫର୍ମରେ ଥିବା ୱିଲିୟମସନ ଦ୍ୱିତୀୟ ଟେଷ୍ଟ ଖେଳି ନଥିଲେ। ତାଙ୍କ ପତ୍ନୀ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେବାକୁ ଥିବାରୁ ୱିଲିୟମସନ ତାଙ୍କ ସମୟ ବିତାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ଦ୍ୱିତୀୟ ଟେଷ୍ଟ ଖେଳି ନଥିଲେ। ନ୍ୟୁଜିଲ୍ୟାଣ୍ଡ ଓ ଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶେଷ ହେବା ପରେ ଆଇସିସି ନୂଆ ରାଙ୍କିଙ୍ଗ ତାଲିକା ଜାରି କରିଛି।

ରାଙ୍କିଙ୍ଗ ଅନୁସାରେ, ୯୧୧ ପଏଣ୍ଟ ସହ ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ବିରାଟ କୋହଲି(୮୮୬) ଓ ୱିଲିୟମସନ ୮୭୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଟିମ୍‌ ଇଣ୍ଡିଆର ଟେଷ୍ଟ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ ଟପ୍‌ ୧୦ ବ୍ୟାଟସମ୍ୟାନ ତାଲିକାରେ ପ୍ରବେଶ କରିଛନ୍ତି।

ପୂର୍ବରୁ ସେ ୧୧ ନମ୍ବର ସ୍ଥାନରେ ଥିଲେ। ହେଲେ ଏବେ ୭୨୬ ପଏଣ୍ଟ ସହ ୧୦ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଟପ୍‌ ୧୦ରେ ଆଉ ଜଣେ ଭାରତୀୟ ଚେତେଶ୍ୱର ପୂଜାରା ୭୬୬ ପଏଣ୍ଟ ସହ ୭ ନଂରେ ରହିଛନ୍ତି।

ଅନ୍ୟପକ୍ଷରେ ବୋଲିଂ ରାଙ୍କିଙ୍ଗ କଥା ଦେଖିଲେ, ଯଶପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ଉପରକୁ ଉଠି ୮ମରେ ପହଞ୍ଚି ଯାଇଛନ୍ତି। ସେହିପରି ଅପ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣିଥରେ ଟପ୍‌ ୧୦କୁ କମବ୍ୟାକ କରିଛନ୍ତି। ରାଙ୍କିଙ୍ଗର ୧ନଂ ସ୍ଥାନରେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡର ଷ୍ଟୁଆର୍ଟ ବୋର୍ଡ ଓ ତୃତୀୟରେ ନ୍ୟୁଜିଲ୍ୟାଣ୍ଡର ନେଲ ୱାଙ୍ଗନର ରହିଛନ୍ତି।

ଅଲରାଉଣ୍ଡ ତାଲିକାର ଟପ୍‌ ୧୦ରେ ଦୁଇ ଜଣ ଭାରତୀୟ ରହିଛନ୍ତି। ୩ ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା ଓ ୬ ନଂ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି। ଇଂଲଣ୍ଡର ବେନ ଷ୍ଟୋକ୍ସ ୧ନଂ ଓ ଇଣ୍ଡିଜ୍‌ର ଜେସନ ହୋଲ୍ଡର ୨ନଂ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story