କାନପୁରରେ ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ

କାନପୁର: ନ୍ୟୁଜିଲାଣ୍ଡକୁ ୧୯୭ ରନ୍‌ରେ ହରାଇ କାନପୁର ଟେଷ୍ଟ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଏହି ବିଜୟ ସହ ୫୦୦ ତମ ଟେଷ୍ଟକୁ ସ୍ମରଣୀୟ କରିଛି ଭାରତ। ଭାରତ ପ୍ରଥମ ଇଂନିସରେ ୩୧୮ ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ୨୬୨ ରନ୍‌ କରିଥିଲା। ୫ ୱିକେଟରେ ୩୭୭ ରନ୍‌ କରି ଭାରତ ତା’ର ଦ୍ୱିତୀୟ ଇନିଂସ ପାଳି ଘୋଷଣା କରିଥିଲା। ୪୩୪ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଭ୍ରମଣକାର ଦଳ ୨୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। […]

jadeaj

jadeaj

Rakesh Mallick
  • Published: Monday, 26 September 2016
  • Updated: 26 September 2016, 06:34 PM IST

Sports

Latest News

jadeajକାନପୁର: ନ୍ୟୁଜିଲାଣ୍ଡକୁ ୧୯୭ ରନ୍‌ରେ ହରାଇ କାନପୁର ଟେଷ୍ଟ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଏହି ବିଜୟ ସହ ୫୦୦ ତମ ଟେଷ୍ଟକୁ ସ୍ମରଣୀୟ କରିଛି ଭାରତ। ଭାରତ ପ୍ରଥମ ଇଂନିସରେ ୩୧୮ ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ୨୬୨ ରନ୍‌ କରିଥିଲା। ୫ ୱିକେଟରେ ୩୭୭ ରନ୍‌ କରି ଭାରତ ତା’ର ଦ୍ୱିତୀୟ ଇନିଂସ ପାଳି ଘୋଷଣା କରିଥିଲା। ୪୩୪ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଭ୍ରମଣକାର ଦଳ ୨୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୬ଟି ୱିକେଟ୍‌ ନେବା ସହ ୯୨ ରନ୍‌ କରିଥିବା ରବୀନ୍ଦ୍ର ଜାଡେଜାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଦିଆଯାଇଛି।

ଭାରତ ଖେଳିଥିବା ମୋଟ ୫୦୦ ଟେଷ୍ଟରୁ ୧୩୦ ମ୍ୟାଚ ଜିତିଥିବା ବେଳେ ୧୫୭ ଟେଷ୍ଟରେ ପରାସ୍ତ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହା ହେଉଛି ୧୯ତମ ବିଜୟ। ଉଭୟ ଦେଶ ମଧ୍ୟରେ ମୋଟ ୫୫ଟି ଟେଷ୍ଟ ଖେଳାଯାଇଥିବା ବେଳେ ଭାରତ ୧୯ଟି ଟେଷ୍ଟ ଜିତିଛି। କିୱି ଦଳ ଜିତିଛି ୧୦ଟି ଟେଷ୍ଟ।

କାନପୁର ଟେଷ୍ଟରେ ଆର ଅଶ୍ୱିନ ହାସଲ କରିଛନ୍ତି ତାଙ୍କ ଟେଷ୍ଟ କ୍ୟାରିୟରର ୨୦୦ତମ ୱିକେଟ୍‌। ସେହିଭଳି ଦ୍ୱିତୀୟ ଇନିଂସ ୧୯ ଥର ୫ ଏବଂ ୫ ରୁ ଅଧିକ ୱିକେଟ୍ ହାସଲ କରିବାର ଗୌରବ ହାସଲ କରିଛନ୍ତି ଅଶ୍ୱିନ। କାନପୁର ଗ୍ରୀନପାର୍କରେ ଏହା ହେଉଛି ଟିମ ଇଣ୍ଡିଆର ହାଟ୍ରିକ ବିଜୟ। ପୂର୍ବରୁ ଏଠାରେ ୨୦୦୮ରେ ଦକ୍ଷିଣ ଆଫ୍ରିକା ଓ ୨୦୦୯ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ଭାରତ। କାନପୁରର ଗ୍ରୀନପାର୍କରେ ଭାରତ ମୋଟ୍ ୧୮ଟି ଖେଳିଥିବା ବେଳେ ସେଥିମଧ୍ୟରୁ ୭ଟି ଜିତିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story